ରାଜ୍ୟରେ ପୁଣି କରୋନା ଟିକାକରଣ : ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ପୁଣି ଟିକାକରଣ ଚାଲିବ। ପଲସ୍ ପୋଲିଓ ଅଭିଯାନ ପାଇଁ ରାଜ୍ୟରେ ଗତ ୩ ଦିନ ଧରି ରାଜ୍ୟରେ କୋଭିଡ ଟିକାକରଣ ବନ୍ଦ ଥିଲା। ଆଜି ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ। ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ

ଆରମ୍ଭ ହେଲା ‘ଏରୋ ଇଣ୍ଡିଆ’-୨୦୨୧

ବେଙ୍ଗାଲୁରୁ : ବେଙ୍ଗାଲୁରୁର ୟେଲାହାଙ୍କା ବିମାନଘାଟି ଠାରେ ବୁଧବାରଠାରୁ ୩ ଦିନିଆ ‘ଏରୋ ଇଣ୍ଡିଆ’ ପ୍ରଦର୍ଶନୀ, ଆରମ୍ଭ ହୋଇଛଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦଘାଟନ କରିଛନ୍ତି। ଏହା ହେଉଛି ଏସିଆର ସର୍ବ ବୃହତ ଏରୋ ସୋ।ଏହା ହେଉଛି ବିଶ୍ବର ପ୍ରଥମ ହାଇବ୍ରିଡ୍ (ମିଶ୍ରିତ)

ସେସୁ ପରେ ସାଉଥକୋ ଓ ୱେସକୋ: ଏବେ ନେସ୍କୋ ବି ଟାଟା ପାୱାର ହାତରେ

ଭୁବନେଶ୍ୱର: ପ୍ରଥମେ ସେସୁ ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାବାର କମ୍ପାନି ହାତେଇଛି । ଗୋଟିଏ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଂଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଟେକି ଦେଇଛନ୍ତି । ନିଲାମ

ବିଧାନସଭାରେ ବଜେଟ ଆଗତ ହେବ ୨୨ରେ

ମାର୍ଚ୍ଚ ୩୧ରେ ପାରିତ ହେବ ବ୍ୟୟମଞ୍ଜୁରି ବିଲ୍ ବଜେଟ ଅଧିବେଶନ ଆରମ୍ଭ ୧୮ରୁ ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭା କଟକଣା ମଧ୍ୟ କୋହଳ ରହିବ । ଚଳିତ ଥର ପ୍ରଶ୍ନ କାଳ ରହିବ । ୩୧ ଦିନିଆ କାର୍ଯ୍ୟକାଳ ମଧ୍ୟରୁ

ମଣ୍ଡିରୁ ଉଠୁନି ଧାନ: ମୁଖ୍ୟରାସ୍ତାରେ ଧାନବସ୍ତା ସହ ବସିଛି ଚାଷୀ

ମାଲକାନଗିରି: ମଣ୍ଡିରୁ ଉଠୁନି ଧାନ, ରାସ୍ତାରେ ଚାଷୀ । ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ । ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରୁ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଲେ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ପାଇଁ

ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ

ରାଉରକେଲା: ପ୍ରଥମ ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଂଚିବା ପରେ ବିମାନ ବନ୍ଦରରେ ତାଙ୍କୁ ଆରଏସପି ସିଇଓ ଦୀପକ ଛଟରାଜ, ସମସ୍ତ ନିର୍ବାହୀ ନିର୍ଦେଶକ ଓ ଅଫିସର ସଂଘର ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ

ସମୟ ବଡ଼ ବଳବାନ

ସମୟ ସଦାସର୍ବଦା ମୂଲ୍ୟବାନ ଓ ବଳବାନ । ଯେ ଯେତିକି ସମୟକୈନ୍ଦ୍ରିକ, ସେ ସେତିକି କର୍ମଠ, ବଳଶାଳି ଓ ଅଧିକ ଉତ୍ପାଦନକ୍ଷମ । ଏହି ଉତ୍ପାଦନ ବସ୍ତୁ ଜଗତର ଦ୍ରବ୍ୟଗୁଣ ଥିବା ଖାଦ୍ୟ, ପେୟ, ପୋଷାକ, ଗୃହ, ଅଳଙ୍କାର ଆଦି ଯାହା କିଛି ଦୈନନ୍ଦିନ ଆବଶ୍ୟକ, ତାହା ସଂଗ୍ରହ କରିବାରେ ସମର୍ଥ ହୋଇଥାଏ ।

ହାର୍ଟବିଟ୍‌ ବଢ଼ାଉଛି ପିପିଲି ପଲିଟିକ୍ସ

ଭୁବନେଶ୍ୱର : ହାର୍ଟବିଟ୍‌ ବଢ଼ାଉଛି ପିପିଲି ପଲିଟିକ୍ସ। ପିପିଲି ଉପନିର୍ବାଚନ ପାଇଁ ବିଜେଡିରୁ କିଏ ହେବ ପ୍ରାର୍ଥୀ ? ଏନେଇ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବୈଠକ ହୋଇଯାଇଛି । ପିପିଲି, ଡେଲାଙ୍ଗ ବ୍ଲକ ଓ NACର ବିଜେଡି ନେତା କର୍ମୀଙ୍କ ସହ ଆଲୋଚନା କରିଛନ୍ତି

ନାମାଙ୍କନପତ୍ର ଦାଖଲ ବେଳେ ଅକାଳୀ ଦଳ-କଂଗ୍ରେସ ମଧ୍ୟରେ ଗଣ୍ଡଗୋଳ

ଫିରୋଜପୁର: ପଞ୍ଜାବରେ ପୌର ପରିଷଦ ନିର୍ବାଚନକୁ ନେଇ ପରିବେଶ ସରଗରମ ହୋଇଯାଇଛି। ଜଲାଲବାଦ ପୌର ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବା ସିରୋମଣି ଅକାଳୀ ଦଳ (ଏସଏଡି)ର ଆଶାୟୀ ପ୍ରାର୍ଥୀ ଏବଂ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଉଭୟ ପକ୍ଷ ମଧ୍ୟରେ

ବିରାଟଙ୍କୁ କିଭଳି ଆଉଟ୍‌ କରିବ ଇଂଲଣ୍ଡ ଜାଣେନାହିଁ: ମୋଇନ୍‌

ଚେନ୍ନଇ: ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭ୍ରମଣକାରୀ ଦଳର ଅଲ୍‌ରାଉଣ୍ଡର ମୋଇନ୍ ଅଲୀ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ ମନ୍ତବ୍ୟ ରଖିଛନ୍ତି। ବିରାଟଙ୍କୁ ପ୍ରଶଂସା କରି ମୋଇନ୍‌ କହିଛନ୍ତି ଯେ ତାଙ୍କ ଦଳ ବିରାଟଙ୍କୁ କିଭଳି ଆଉଟ୍‌ କରିବ ତାହା ଜାଣେ