ବ୍ୟାଙ୍କ୍ ଏସ୍ଏମ୍ଏସ୍ ଜଣାଏ ପୁଅ ଜୀବିତ
ନିଜ ଦୁନିଆରେ ମସଗୁଲ୍ ଥିବା ଆମ ଭଳି ସ୍ବାର୍ଥୀ ମଣିଷ ଅନ୍ୟର କଷ୍ଟକୁ ବୁଝିନଥାଉ। ଜୀବନ ସଂଗ୍ରାମରେ କିଏ, କ’ଣ କରୁଛି, ଜାଣିଲେ ସାଧାରଣ ଲୋକ ଆଖିରେ ମଧ୍ୟ ଲୁହ ଆସିଯିବ। ୨୦୧୯ ଅକ୍ଟୋବରର ଏଇ ଘଟଣାଟି, ଜମ୍ମୁର ଜଣେ ସାମ୍ବାଦିକଙ୍କ ଦୃଷ୍ଟିକୁ ଖବରଟି ଆସିବା ପରେ ସେ ନ୍ୟୁଜ୍ ପୋର୍ଟାଲ୍ରେ!-->…