ପଡ଼ିବନି ପେଟ୍ରୋଲ୍‌ ଡିଜେଲ୍‌ ସେସ୍‌ ବୋଝ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍‌ ଉପରେ କୃଷି ସେସ୍‌ ଲାଗୁ ପ୍ରସଙ୍ଗରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବର୍ତ୍ତମାନ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ କୃଷି ସେସ୍‌ ବଢ଼ିଥିଲେ ମଧ୍ୟ ଏହା ସାଧାରଣ ଉପଭୋକ୍ତାଙ୍କ ଉପରେ ଲାଗୁ ହେବ ନାହିଁ। ଲାଗୁ ହୋଇଥିବା କୃଷି ସେସ୍‌

ସାଇକେଲ ଆରୋହୀଙ୍କୁ ପିଟିଲା ଟ୍ରକ୍‌

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ସରାଙ୍ଗସ୍ଥିତ ବ୍ରାହ୍ମଣୀ ବ୍ରିଜ ଉପରେ ଏକ ଟ୍ରକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ପରଜଙ୍ଗ ଥାନା ସରାଙ୍ଗ ଗାଁର ମାନଗୋବିନ୍ଦ ବେହେରା । ସୂଚନା ଅନୁଯାୟୀ, ମାନଗୋବିନ୍ଦ ନିଜ ସାଇକେଲରେ

ଚାଇନା ସହ ବିବାଦ ମଧ୍ୟରେ କେତେ ପ୍ରତିଶତ ବଢ଼ିଲା ପ୍ରତିରକ୍ଷା ବଜେଟ୍‌

ନୂଆଦିଲ୍ଲୀ: ପୂର୍ବ ଲଦଖାରେ ଚାଇନା ସହ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାର ପ୍ରତିରକ୍ଷାର କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆଜି ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗତଥର ଅପେକ୍ଷା ଚଳିତ ବର୍ଷ ପ୍ରତିରକ୍ଷା ବଜେଟ୍‌ ୭.୪%

ବଜେଟ -୨୦୨୧-୨୨ : ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ସହାୟତା କରିଛି -ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି । କରୋନା ଭଳି କଠିନ ପରିସ୍ଥିତିରେ ଏହି  ସାଧାରଣ ବଜେଟ ଆସିଛି। ଦେଶପାଇଁ ଗତବର୍ଷ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା, ଯାହାର ସଫଳ ମୁକାବିଲା କରାଯାଇଛି। ଆତ୍ମନିର୍ଭର ଭାରତ

ବୃହତ ଇନ୍ଦ୍ରାବତୀ ଥାଇ ମିଳୁନି ଟୋପାଏ ପାଣି

ନବରଙ୍ଗପୁର: ନବରଙ୍ଗପୁର ଭଳି କୃଷିପ୍ରଧାନ ଜିଲାରେ ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି। ଜିଲାରେ ଧାନଚାଷ ମୁଖ୍ୟ ଫସଲ। ମକା ଓ ଆଖୁ ଅନ୍ୟତମ ପ୍ରମୁଖ ଫସଲ ହୋଇଥିବା ବେଳେ ଜିଲାରେ

ପଲ୍‍ସ ପୋଲିସ ଅଭିଯାନ-୨୦୨୧ : ଆଜିଠାରୁ ଘରକୁ ଘର ଯାଇ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ନୂଆଦିଲ୍ଲୀ ;  ଦେଶରେ ରବିବାରଠାରୁ ପଲ୍‍ସ ପୋଲିସ ଅଭିଯାନ ୨୦୨୧ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ୮୯ ଲକ୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁସାରେ ଦେଶର ୭ଲକ୍ଷ ବୁଥରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି।

କିମ୍‌ଙ୍କ ସ୍ତ୍ରୀ ଗାଏବ୍‌

ନୂଆଦିଲ୍ଲୀ: ଗାଏବ ହୋଇଯାଇଛନ୍ତି ଉତ୍ତର କୋରିଆ ଶାସକ କିମ‌-ଜଙ୍ଗ-ଉନ୍ ଙ୍କ ସ୍ତ୍ରୀ । ରି-ସୋଲ-ଜୁ ବର୍ଷେରୁ ଅଧିକ ଦିନ ହେବ ନଜର ଆସୁନାହାନ୍ତି। ୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ-ଜୁଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ପାଳନ କରୁଥିବା ଅବସରେ ଦେଖିବାକୁ ମିଳିଥିଲା।

୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଆୟକର ଛାଡ

ନୂଆଦିଲ୍ଲୀ : ଚଳିତ ବଜେଟରେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକମାନଙ୍କୁ ଆଉ ଆୟକର ଦାଖଲ କରିବାକୁ ପଡିବ ନାହିଁ। ଆୟକର ବିବାଦର ଅନ୍ତ ଘଟାଇବା ପାଇଁ ଏକ କମିଟି ଗଠନ କରାଯିବ, ଏକ ଫେସଲେସ କମିଟି ଗଠନ କରାଯିବ। ଅନ୍ୟ ପକ୍ଷରେ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଟିକସ ଛାଡ

ବଜେଟ ୨୦୨୧-୨୨ ; କ’ଣ ଶସ୍ତା, କ’ଣ ମହଙ୍ଗା

ନୂଆଦିଲ୍ଲୀ : ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଉପସ୍ଥାପନା କରିଛନ୍ତି। ପ୍ରଥମଥର ପାଇଁ ୨୦୨୧-୨୨ ବଜେଟ ପେପରଲେସ ଭାବେ ଉପସ୍ଥାପନ କରାଯାଇଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି। ତେବେ ଚଳିତ ବର୍ଷ ବଜେଟରେ କ’ଣ

ବଜେଟ-୨୦୨୧-୨୨ : ମେଗା-ଜାତୀୟ ରାଜପଥ ପ୍ରକଳ୍ପ

ନୂଆଦିଲ୍ଲୀ :  ୨୦୨୧-୨୨ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେଗା-ଜାତୀୟ ରାଜପଥ ପ୍ରକଳ୍ପ ସଂପର୍କରେ ଘୋଷଣା କରିଛନ୍ତି। ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ ମେଗା ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତାମିଲନାଡୁରେ