ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୫୪୫
ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା କିଛି ଦିନ ହେବ ଲଗାତାର ହ୍ରାସ ପାଇବାରେ ଲାଗିଛି। ଦେଶରେ ୨୪ ଘଣ୍ଟାରେ ୧୪,୫୪୫ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ପଜିଟିଭ ସଂଖ୍ୟା ୧,୦୬,୨୫, ୪୨୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬୩ ଆକ୍ରାନ୍ତଙ୍କ!-->…