ବାଙ୍କୀରେ ଅବକାରୀ ବିଭାଗର ଚଢାଉ; ୪୦୦ଲିଟର ମଦ ଜବତ୍, ୨ଗିରଫ
ବାଙ୍କୀ: ବାଙ୍କୀ ଅଞ୍ଚଳରେ ଦିନକୁ ଦିନ ଚୋରାମଦ ବ୍ୟବସାୟ ବଢିଚାଲିଥିଲା ବେଳେ ଅସାଧୁ ବ୍ୟବସାୟୀ ମାନେ ସହଜରେ ଖସିଯାଉଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମଦ ପ୍ରସ୍ତୁତ ପାଇଁ ମହଜୁଦ୍ ଥିବା ହଜାର ହଜାର ଲିଟର ପୋଚ!-->…