ମାଟ୍ରିକ୍‌ ବିଦ୍ୟାର୍ଥୀଙ୍କୁ ମିଳିବ ‘ଶିକ୍ଷା ଦର୍ପଣ’

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ‘ଶିକ୍ଷା ଦର୍ପଣ’। ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକ ଦେବାକୁ ସବୁ ଜିଲାରୁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। କେଉଁ ଜିଲାରେ ‌କେତେ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌

ଅଟୋକୁ ଧକ୍କା ଦେଲା ପିଚୁ ବୋଝେଇ ଡମ୍ପର, ପରିବାରର ୩ ମୃତ

ବୌଦ୍ଧ: ବୌଦ୍ଧ ଜିଲା ମାନମୁଣ୍ଡା – କଣ୍ଟାମାଳ ରାସ୍ତା ଗୋପାଳମାଳ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ପିଚୁ ବୋଝେଇ ଡମ୍ପର ଧକ୍କା ଦେଇଛି। ଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ମାଆ ସହ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ

ଭାରତ ସହ ସମ୍ପର୍କ ଆହୁରି ଦୃଢ଼ ହେବ: ନୂଆ ପ୍ରତିରକ୍ଷା ମନ୍ତ୍ରୀ

ୱାଶିଂଟନ: ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଲୋଏଡ ଅଷ୍ଟିନ। ପ୍ରତିରକ୍ଷା ମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଅଷ୍ଟିନ ତାଙ୍କ ଦଳୀୟ ସାଂସଦଙ୍କୁ କହିଛନ୍ତି ଯେ ଆଗାମୀ ଦିନରେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଆହୁରି

ସର୍ବୋଚ୍ଚ ସ୍ତରରେ ସେନସେକ୍ସ-ନିଫ୍ଟି

ନୂଆଦିଲ୍ଲୀ: ଗୁରୁବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେୟାର ବଜାର। ସେନସେକ୍ସ ପ୍ରଥମ ଥର ପାଇଁ ୫୦ହଜାର ଟପିଥିବା ବେଳେ। ନିଫ୍ଟି ବି ୧୪ହଜାର ପାର କରିଛି। ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ୫୦,୧୨୬.୭୩ରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ନିଫ୍ଟି -୫୦ ମଧ୍ୟ

ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଅନ୍ତର୍ଗତ ସିଙ୍ଗିଶାରୀ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଗୁରୁବାର ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ

ପୁଣି ବଢିଲା ବସ୍‌ ଭଡ଼ା

ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବାରୁ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡାରେ ୧ ପଇସା ବୃଦ୍ଧି ପାଇବା ଫଳରେ ସାଧାରଣ ବସ୍ ଭଡା

୨୦୨୧ ଆଇପିଏଲ୍‌ , କିଏ କାହାକୁ ଛାଡ଼ିଲେ?

ସ୍ମିଥ୍‌ଙ୍କୁ ଛାଡ଼ିଲା ରାଜସ୍ଥାନ; ସାମ୍‌ସନ ଅଧିନାୟକ ନୂଆଦିଲ୍ଲୀ: ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ପାଇଁ ଖେଳାଳି ରଖିବା ଓ ଖେଳାଳିଙ୍କୁ ଛାଡ଼ିବାର ତାଲିକା ଦେବାର ଶେଷତାରିଖ ଜାନୁଆରୀ ୨୦ ବା ବୁଧବାର ଥିଲା। ରାଜସ୍ଥାନ ରୟାଲ୍‌ସ ତା’ର ଅଧିନାୟକ ଅଷ୍ଟ୍ରେଲିଆର ଷ୍ଟିଭେନ୍

ଦେଶରେ ନୂଆ ପଜିଟିଭ ୧୫,୨୨୩ ; ମୃତ ୧୫୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ଲଗାତାର ହ୍ରାସ ପାଇଛି। ଦେଶରେ ୨୪ ଘଣ୍ଟାରେ ୧୫,୨୨୩ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬, ୧୦, ୮୮୩କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୧୯,୯୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ

ଆସାମରେ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ଟିକା ନଷ୍ଟ

ସିଲ୍ଚର୍: ଆସାମର କାଛାର ଜିଲ୍ଲାସ୍ଥିତ ସିଲ୍ଚର୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ (ଏସ୍ଏମ୍ସିଏଚ୍) ପ୍ରାୟ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ ଟିକା ନଷ୍ଟ ହୋଇଯାଇଛି । ‘ଏସ୍ଏମ୍ସିଏଚ୍’ର ଭ୍ୟାକ୍ସିନ୍ ଷ୍ଟୋର୍ ୟୁନିଟ୍ରେ ଏହି ଟିକା ଜମାଟ ବାନ୍ଧି ଯାଇଛି । ୧୦୦୦ ଡୋଜ୍ ଥିବା ପ୍ରାୟ ୧୦୦ ଶିଶି

ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

ବ୍ରହ୍ମପୁର: ଦୃବିତଙ୍କ ଗୁଳି ମାଡ଼ରେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କର ଆଜି ମୃତ୍ୟୁ ଘଟିଛି । ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି ହୋଇଛି । ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଦେଇଥିବା ସୂଚନା