ଓଡ଼ିଶାର ଯୁବକ-ଯୁବତୀଙ୍କୁ ଲେଫ୍ଟନାଂଟ ଜେନେରାଲ ସି.ପି. ମହାନ୍ତିଙ୍କ ପରାମର୍ଶ ପ୍ରତି ଗାଁରୁ ଜଣେ ସେନାରେ ଯୋଗ…
ଭୁବନେଶ୍ୱର: ସୀମାନ୍ତରେ ଭାରତୀୟ ସେନା ବାହିନୀ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ସେନାର ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ପ୍ରଥମ ଓଡ଼ିଆ ଅଫିସର ଲେଫ୍ଟେନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି । ସୈନିକ ସ୍କୁଲରେ ଗଣ ମାଧ୍ୟମକୁ ସୂଚନା ଦେଇ ସେ!-->…