‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ : ମୋଦୀ
ନୂଆଦିଲ୍ଲୀ : ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ’ ଅଧୀନରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ ଓ ସେମାନେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ ବୋଲି ସେମାନଙ୍କ ମଧ୍ୟରେ ସାହସ ଆଣିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତ୍ମନିର୍ଭର ଭାରତ ସିଧାସଳଖ!-->…