କନ୍ୟା ବାହାଘରରେ ଅଭିନବ ବ୍ୟବସ୍ଥା: ଆସ ବା ନ ଆସ , ଅନଲାଇନ ଉପହାର ପଠାଅ
ମଦୁରାଇ : ବିବାହ ଉତ୍ସବରେ ନବଦମ୍ପତିଙ୍କୁ ଉପହାର ଦେବା ଏକ ସାଧାରଣ ବିଧି: କିନ୍ତୁ ଏହାର ଧାରା ସମୟାନୁସାରେ ବଦଳି ଚାଲିଛି । ବିଭିନ୍ନ ସାମଗ୍ରୀ ଉପହାର ଦେବା ଏବେ ପୁରୁଣା ହୋଇଗଲାଣି । ଗିଫ୍ଟ ଚେକ ଦେବା ମଧ୍ୟ ପୁରୁଣା ହେବାକୁ ଲାଗିଲାଣି । ଏବେ ଅନଲାଇନ ଟ୍ରାନ୍ସଫର କରିଦେଲେ!-->…