କରୋନା ଟିକାକରଣ : ଭାରତକୁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ବିଦେଶୀ ରାଷ୍ଟ୍ରଗୁଡ଼ିକର ନେତାମାନେ ଭାରତକୁ ଅଭିନନ୍ଦନ ବାର୍ତ୍ତା ପଠାଇବାରେ ଳାଗିଛନ୍ତି। ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୋଭିଡ୍-୧୯ ପ୍ରତିଷେଧକ ଟିକାକରଣ କାର୍ୟ୍ୟକ୍ରମର!-->…