ଜୋରଦାର ଟିକାକରଣ କାର୍ଯ୍ୟକ୍ରମ : ୩୧ ହଜାର ୯୦୨ଜଣଙ୍କୁ ଟିକାଦାନ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର : ସୋମବାର ଠାରୁ ପୁଣି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ରାଜ୍ୟରେ ୧୩ ହଜାର ୯୮୦ ଜଣଙ୍କୁ ଟୀକାରଣ ପରେ ରବିବାର ଦିନ ଟିକାଦାନ ବନ୍ଦ ରହିଥିଲା। ସେହିପରି ରାଜ୍ୟର ୧୬୧ଟି କେନ୍ଦ୍ରରେ ସଫଳ କୋଭିଡ୍ ଟୀକାକରଣ ପରେ ଆଜି ୩୮୦ଟି କେନ୍ଦ୍ରରେ ୩୧ ହଜାର!-->…