ବାପା ରଖିବ ପୁଅକୁ: ହାଇକୋର୍ଟ
କଟକ: କାହା ପାଖରେ ରହିବ ୧୫ ମାସର ପୁଅ? ମାଡ଼ ମାରୁଥିବା ମା’ ପାଖରେ ନା ଯତ୍ନ ନେବାକୁ ସକ୍ଷମ ବାପା ପାଖରେ?ଏଭଳି ଏକ ଜଟିଳ ପାରିବାରିକ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ଜନ୍ମଦାତ୍ରୀ ମା’ ଯେଉଁଭଳି ଭାବେ ଅବୋଧ ଶିଶୁକୁ ନିର୍ଯାତନା ଓ ମାଡ ଦେଉଛି ତାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା!-->…