ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ : ସଞ୍ଜୟ ଲେକ୍ ପାର୍କ’ରେ ପକ୍ଷୀ ହତ୍ୟା
ନୂଆଦିଲ୍ଲୀ: ଦିଳ୍ଲୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପସ୍ୱରୂପ,ଆଜି ଠାରୁ ସଞ୍ଜୟ ଲେକ ପାର୍କରେ ଗଣପକ୍ଷୀ ସଂହାର ଆରମ୍ଭ ହୋଇଛି । ଏହାଛଡା, ଏହି ଲେକ୍କୁ ଆଲର୍ଟ ଜୋନ୍’ ଭାବେ ଘୋଷଣା କରାଯାଇଛି । ମୟୁର ବିହାର ଫେଜ୍ ୩ରୁ ଚାରିଟି ଏବଂ ସଞ୍ଜୟ ଲେକ୍ରୁ!-->…