ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ୍

କେନ୍ଦ୍ରାପଡା: ଏକ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କେନ୍ଦ୍ରାପଡାର ସ୍ୱତନ୍ତ୍ର ଜଜ ତଥା ଅତିରିକ୍ତ ଜିଲ୍ଲା ଦୈାରାଜଜ ଏମ. ଆର. ଦୋରା ୧୦ବର୍ଷ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୨୦୧୬ମସିହା

ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପାଇଁ ଦାବୀ ଯୋର ଧରିଲା

ରାୟଗଡା: ରାୟଗଡାରେ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିÂା ଦାବୀ ଜୋର ଧରିଲା । ରାୟଗଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ଯୁବ ବିକାଶ ପରିଷଦ ତରଫରୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ରାୟଗଡା ଜିଲ୍ଲାରେ ଏକ ମେଡିକାଲ

ଇଫକୋ ପ୍ଲାଂଟରେ ଗ୍ୟାସ୍ ଲିକ୍ : ୨ମୃତ

ପ୍ରୟାଗରାଜ : ଉତରପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଫୁଲପୁର ଅଞ୍ଚଳରେ ଥିବା ଇଣ୍ଡିଆନ୍ ଫାରମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ ଲିଭିଟେଡ୍ (ଇଫକୋ) କାରଖାନାରେ ଗ୍ୟାସ୍ ଲିକ୍ ହେବା କାରଣରୁ ଅନୂ୍ୟନ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କାରଖାନାର ଗୋଟିଏ ୟୁନିଟ୍ରେ ‘ଆମୋନିଆ ଗ୍ୟାସ’ ଲିକ୍

ଛାତ୍ରଙ୍କୁ ୩ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର ବିରୁଦ୍ଧରେ ଲଢେଇ କରି ସତ୍ୟ ଖବର ଜନସାଧାରଣ ନିକଟରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ

ସ୍ୱାମୀକୁ ମାରି ପୋଡ଼ିଦେଲା ସ୍ତ୍ରୀ

ବାଲିପାଟଣା : ବାଲିପାଟଣା ଥାନା ବନମାଳୀପୁର ଗାଁରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଜଣେ ସ୍ତ୍ରୀ ତାର ସ୍ବାମୀକୁ ମାରିଦେଇ ବାଡ଼ି ପଟେ ପୋଡ଼ି ପୋତି ଦେଇଥିବା ଜଣାପଡିଛି। ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ନେଇ ଗାଁ ଲୋକଙ୍କୁ ଡାକି ନିଜେ ସ୍ତ୍ରୀ ସ୍ୱୀକାର କରିଥିବା ସୂଚନା ମିଳିଛି। ପୁଲିସ

ଲେହ ଗସ୍ତରେ ସେନାମୁଖ୍ୟ

ଲେହ: ଚୀନ ସହିତ ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହ ଗସ୍ତ କରିଛନ୍ତି। ସେ ‘ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ’ର ଏକଦିବସୀୟ ଯାତ୍ରା ପାଇଁ ଏହି ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସର ରେଚିନ୍ ଲା ସମେତ

ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ

ପାଟନା : ବିହାରର ରାଜଧାନୀ ପାଟନାରେ କିଛି ଦୁର୍ବୃତ୍ତ ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୨୦ଜଣ ଦୁର୍ବୃତ୍ତ କାରରେ ଆସି ଶିକ୍ଷୟତ୍ରୀଙ୍କୁ ଅପହରଣ କରିନେଇଥିଲେ। ଉକ୍ତ ଶିକ୍ଷୟିତ୍ରୀଙ୍କ ବୟସ ୨୨ବର୍ଷ ହୋଇଥିବା ଜଣାପଡ଼ିଛି।

ନିଜ ପସନ୍ଦରେ ବିବାହ ଓ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କରାଯାଇପାରିବ ନାହିଁ: କଲକାତା ହାଇକୋର୍ଟ

କଲକାତା: ଯଦି କେହି ପ୍ରାପ୍ତ ବୟସ୍କା ଝିଅ କିମ୍ବା ପୁଅ ନିଜ ପସନ୍ଦରେ ବିବାହ ଏବଂ ଧର୍ମ ପରିବର୍ତ୍ତନ କରୁଛନ୍ତି, ତେବେ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ଜଣେ ଝିଅର ବାପାଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ କଲକାତା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ସୂଚନା

ରାଜ୍ୟରେ ଆଉ ୩ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ବୁଧବାର କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୪୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ପୃଥିବୀର ଶେଷ ପ୍ରାନ୍ତରେ ପହଞ୍ଚିଲା କରୋନାଭାଇରସ୍‌

ସାଣ୍ଟିଆଗୋ: ପୂର୍ବରୁ କୋଭିଡ୍‌-୧୯ ସଂକ୍ରମଣ ମୁକ୍ତ ଥିବା ଶେଷ ମହାଦେଶ ଆଣ୍ଟାର୍କଟିକାରେ କରୋନାଭାଇରସ୍‌ ପହଞ୍ଚିଥିବା କଥା ଏ ସପ୍ତାହରେ ଚିଲିର ସେନାବାହିନୀ କହିଛି। ସେଠାରେ ଥିବା ସମୁଦ୍ର ଓ ପ୍ରକାଣ୍ଡ ବରଫ ଖଣ୍ଡ ପରିବେଷ୍ଟିତ ସୁଦୂର ଗବେଷଣା କେନ୍ଦ୍ରରୁ କର୍ମଚାରୀମାନଙ୍କୁ