ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ କରୋନା

ମୁମ୍ବଇ : ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏ ନେଇ ରକୁଲ ପ୍ରୀତ୍ ସିଂହ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ରକୁଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ମୁଁ ‘ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି। ମୋର ରିପୋର୍ଟ

ରାଜ୍ୟରେ ଆଉ ୩୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୦ଜଣ ଚିହ୍ନଟ ହୋଇଥିବାବେଳେ ୧୫୪ଟି ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୭୨୭୯କୁ ବୃଦ୍ଧି

ଥରୁଛି ସାରା ରାଜ୍ୟ ; ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। କନ୍ଧମାଳ ଦାରିଙ୍ଗବାଡି ସହ ଫୁଲବାଣୀରେ ତୁଷାରପାତ ହୋଇଥିବା ବେଳେ ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୪ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ୫, ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ ୭,

ଚିନ୍ତା ବଢାଇଲା ବ୍ରିଟେନ୍ ଭୂତାଣୁ : ୬ ଚିହ୍ନଟ

ନୂଆଦିଲ୍ଲୀ: ଗତକାଲି ରାତିରେ ଲଣ୍ଡନରୁ ଏୟାର ଇଣ୍ଡିଆ ବିମାନରେ ଆସି ଭାରତରେ ପହଞ୍ଚିଥିବା ୬ ଜଣ ଯାତ୍ରୀଙ୍କ ନିକଟରେ କୋଭିଡ-୧୯ ସଂକ୍ରମଣ ରହିଥିବା ପରୀକ୍ଷାରୁ ଜଣାପଡିଛି । ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ସାଜିଥିବା କୋଭିଡ-୧୯

ଏଣିକି ୩୦ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ

ନୂଆଦିଲ୍ଲୀ: ବିଜୁଳି ଉପଭୋକ୍ତାଙ୍କ ଅଧିକାର ସମ୍ବଳିତ ନିୟମ କାନୁନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୃତ କରାଯାଇ ଅଗ୍ରାଧିକାର ଭିତିରେ ସାରା ଦେଶରେ ଲାଗୁ ହୋଇଛି । ବର୍ତମାନର ୩୦ କୋଟି ବିଜୁଳି ଗ୍ରାହକ ଏବଂ ଭବିଷ୍ୟତର ଉପଭୋକ୍ତାଙ୍କ ପାଇଁ ଏହି ନିୟମ ଉଦ୍ଧିଷ୍ଟ ରହିବ । ନୂଆ ନିୟମକୁ

ଚିତା ବାଘ ସଂଖ୍ୟା ବୃଦ୍ଧି ନେଇ ମୋଦିଙ୍କ ଟ୍ୱିଟ୍

ନୂଆଦିଲ୍ଲୀ: ସାରା ଦେଶରେ ବାଘ ଗଣନାର ଚିତ୍ର ସାମ୍ନାକୁ ଆସିଛି । ଦେଶରେ ବଢ଼ିଛି ଚିତାବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କଥା

୪୬ ପର୍ଯ୍ୟଟନ ସ୍ଥଳିରେ ପର୍ଯ୍ୟଟକଙ୍କୁ ମିଳିବ ଅଧିକ ସୁବିଧା

ଭୁବନେଶ୍ୱର: ରାଜ୍ୟର ୩୬୦ ପର୍ଯ୍ୟଟନସ୍ଥଳରୁ ୪୬ଟି ପର୍ଯ୍ୟଟନସ୍ଥଳକୁ ଫୋକସ୍ରେ ରଖିଛି ପର୍ଯ୍ୟଟନ ବିଭାଗ । ଏହି ପର୍ଯ୍ୟଟନସ୍ଥଳକୁ ନୂଆ ରୂପ ଦିଆଯିବ । ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସେମାନଙ୍କୁ ଆକୃଷ୍ଟ କରିବା

ବାର୍ହା ମାଂସ ଜବତ

ମୁରିବାହାଲ: ମୁରିବାହାଲ ବ୍ଲକ ଇଛାପରା ପଂଚାୟତ ଗୁଡିଘାଟ ବିଟ ନିକଟ ସରଗୁଲଳ ପଥର ଖୁଦାନ । ସୋମବାର ଦିନ ଅପରାହ୍ନ ସାଢେ଼ ୪ଟା ସମୟରେ କିଛି ଦୁର୍ବୃତ ବାରହା ମାଂସ କାଟୁଥିବା ଖବର ପାଇଥିଲା ବନ ବିଭାଗ । ଘଟଣାସ୍ଥଳରେ ପହଂଚିଥିଲେ । ଦୁର୍ବୃତମାନେ ବନ ବିଭାଗ କର୍ମଚାରୀ ଆସିବା ଜାଣି

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ମିନି ଇଣ୍ଡିଆ: ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଜାରି କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ | ମୋଦୀ ତାଙ୍କ

ପାକିସ୍ତାନର ଅଣ୍ଡା ବଜାରରେ ନିଆଁ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଫଳରେ ଲୋକମାନଙ୍କର ରୋଜଗାର କମିଛି । ଛୋଟ ଛୋଟ କମ୍ପାନି ପ୍ରାୟତ ବନ୍ଦ ହୋଇ ଯାଇଥିବା ବେଳେ ବଡ ବଡ କମ୍ପାନିରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ ଲୋକଙ୍କର କ୍ରୟ