ସୁରେଶ ରାଇନା, ଗୁରୁ ରନ୍ଧୱା, ସୁଜୈନ ଖାନ ଗିରଫ

ମୁମ୍ବଇ: କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ମୁମ୍ବଇ ପୁଲିସ। କୋଭିଡ ନିୟମ ଉଲ୍ଲଂଘନ କରି ହୋଟେଲରେ ପାର୍ଟି କରୁଥିବା ପୂର୍ବତନ କ୍ରିକେଟର ସୁରେଶ ରାଇନା, କଣ୍ଠଶିଳ୍ପୀ ଗୁରୁ ରନ୍ଧୱା, ଅଭିନେତ୍ରୀ ସୁଜୈନ ଖାନଙ୍କ ସମେତ ୩୪ ଜଣଙ୍କୁ ପୁଲିସ ଗିରଫ କରିଛି।

ପରୀ ହତ୍ୟା ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ

କଟକ: ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟା ଘଟଣାର ଗୁମର ଖୋଲିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ପ୍ରଥମେ ହତ୍ୟା, ପରେ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅରୁଣ ବୋଥ୍ରା। ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ

ଖ୍ରୀଷ୍ଟମାସ ବିଶେଷ : ଏହି ଜିନିଷର ରହିଛି ସ୍ୱତନ୍ତ୍ରତା, ଯାହା ବିନା ଫିକା ଲାଗେ ପର୍ବ

ଖ୍ରୀଷ୍ଟମାସର ପର୍ବ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କୁ ମଧ୍ୟ ଖୁବ ପସନ୍ଦ। ବିଶେଷ କରି ଖ୍ରୀଷ୍ଟୀଆନ ସମ୍ପ୍ରଦାୟର ଲୋକଙ୍କ ପାଇଁ ମୁଖ୍ୟ ପର୍ବ ହେଉଛି ବଡଦିନ , ଡିସେମ୍ବର ୨୫। ଏହି ପର୍ବକୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ। ଏହି ପର୍ବ, ଆଲୋକ, ଭଲପାଇବା ଓ ଖୁସିର

ରାଜ୍ୟରେ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪ଜଣ ଚିହ୍ନଟ ହୋଇଥିବାବେଳେ ୧୩୫ଟି ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୬୯୧୫କୁ ବୃଦ୍ଧି

ପର୍ଯ୍ୟଟନ ମାନଚିତ୍ରରେ ଦେବଦର୍ହା

ବରଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଏକ ପ୍ରସିଦ୍ଧ ସ୍ଥାନ ରହିଛି। ପର୍ଯ୍ୟଟନ ମାନଚିତ୍ରରେ ଏହାର ନାମ ଦେବଦର୍ହା। ସୁନ୍ଦର ପାହାଚଶ୍ରେଣୀ ଉପରେ ଧଳା ରଙ୍ଗର ଏକ ପୁରୁଣା ମନ୍ଦିର ଏଠାରେ ରହିଛି। ମନ୍ଦିରଟି ହେଉଛି ଦେବ ଦେବ ମହାଦେବ ବାବା ଧବଳେଶ୍ୱରଙ୍କ ମନ୍ଦିର। ପ୍ରାକୃତିକ ପରିବେଶ ସହ

ଏହି ଉପାୟରେ କରନ୍ତୁ ନବବର୍ଷକୁ ସ୍ୱାଗତ

ନବବର୍ଷ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଛି। ସଭିଁଙ୍କୁ ୨୦୨୧ବର୍ଷକୁ ଖୁବ ଆଗ୍ରହ ଓ ଉଲ୍ଲାସର ସହ ଅପେକ୍ଷା କରିଛନ୍ତି। ନୂଆବର୍ଷକୁ ସ୍ୱତନ୍ତ୍ର ଓ ହସଖୁସିରେ ବିତାଇବାକୁ ଏବେ ଠାରୁ ଘରକୁ ସଜାଇବା ଓ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆପଣ ମଧ୍ୟ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ

ରାଜ୍ୟରେ ଆଉ ୪ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୪୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

କରୋନା ପାଇଁ କାର୍ଯ୍ୟକାରୀ କରାଯାଇପାରି ନାହିଁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) : ଶାହା

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ କାର୍ଯ୍ୟକାରୀ କରାଯାଇପାରି ନାହିଁ। କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ବିଚାର କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସୋମବାର ଏକ ସାମ୍ବାଦିକ

ଡକ୍ଟର ଆୟୁଷ୍ମାନ ଖୁରାନା!

ମୁମ୍ବାଇ: ଖୁବଶୀଘ୍ର ଡାକ୍ତର ବନିବେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ହାତରେ ଧରିବେ ଷ୍ଟେଥସ୍କୋପ ଏବଂ ପିନ୍ଧିବେ ଡାକ୍ତରଙ୍କ କୋଟ।ଆୟୁଷ୍ମାନଙ୍କୁ ତାଙ୍କ ଅପକମିଂ ଫିଲ୍ମରେ ପ୍ରଥମକରି ଡାକ୍ତର ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ଆଗାମୀ ଫିଲ୍ମ ‘ଡକ୍ଟର-ଜୀ’ରେ ସେ ଡାକ୍ତର

ଘାରିଲା ନକ୍ସଲ ଧମକ, ରାତିରାତି ଗାଁ ଛାଡ଼ିଲେ ପରିବାର

ଚିତ୍ରକୋଣ୍ଡା : ଇନଫର୍ମର ସନ୍ଦେହରେ ଗାଁ ଛାଡ଼ି ଦେବାକୁ ଖୋଲାଖୋଲି ଧମକ ଦେଲେ ନକ୍ସଲ। ଶେଷରେ ବାଧ୍ୟ ହୋଇ ରାତାରାତି ପରିବାର ସହ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସନ୍ୟାଷିଗୁଡା ଗାଁର ମାନୁ ଗୋଲରି। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ