ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା

ନୟାଗଡ଼ : “ବିନା ଦୋଷରେ ମୋ ପୁଅକୁ ଏସ୍‌ଆଇଟି ଗିରଫ କରିଛି। ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମାଡ଼ କରି ତାକୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି।” ଏପରି ସଙ୍ଗୀନ ଅଭିଯୋଗ ଆଣି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା’।

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲେଜିଅନ ଅଫ ମେରିଟ୍‌’ରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ

ବୃଦ୍ଧକାଳରେ ବାଲ୍ୟବନ୍ଧୁଙ୍କୁ ମାରିଦେଲେ

ରେଢ଼ାଖୋଲ : ଦୁହିଁଙ୍କ ବୟସରେ ଗୋଟିଏ ବର୍ଷର ପାର୍ଥକ୍ୟ ଥିଲା। ହେଲେ ଦୁହେଁ ଥିଲେ ବନ୍ଧୁ। ଛୁଆ ବେଳୁ ଦୁହେଁ ଭଲ ବନ୍ଧୁ ଥିଲେ। କିନ୍ତୁ ବୃଦ୍ଧାବସ୍ଥାରେ ଜଣେ ଆଉ ଜଣଙ୍କୁ ଶାବଳରେ ଆକ୍ରମଣ କରି ମାରି ଦେଲେ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ

ଓଡ଼ିଶା-ଆନ୍ଧ୍ର ବିବାଦୀୟ ଜମି

ପାରଳାଖେମୁଣ୍ଡି: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜମି ବିବାଦର ସମାଧାନ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଉଭୟ ରାଜ୍ୟର ସୀମାନ୍ତ ଜିଲାଗୁଡ଼ିକର ରାଜସ୍ୱ ଅଧିକାରୀମାନେ ମିଳିତ ଭାବେ ମାପଚୁପ ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗଜପତି ଜିଲା ସଦର ମହକୁମା

ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ; କ୍ଷତିପୂରଣ ଦାବୀରେ ଗ୍ରାମବସୀଙ୍କ ରାସ୍ତା ଅବରୋଧ

ଛତ୍ରପୁର : ଛତ୍ରପୁର ଥାନା ଅଧିନ ରଙ୍ଗାମାଟିଆ ଛକ ନିକଟରେ ଏକ ସ୍କୁଟି ସହ ଟ୍ରକ୍ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟିରେ ଥିବା ହଂସପୁର ଗ୍ରାମର ଶିବୁ ନାହାକଙ୍କ ସ୍ତ୍ରୀ ଶୋଭାମଣି ନାହାକଙ୍କ ମୃତ୍ୟୁ ହୋଇଛି। ଗ୍ରାମବସୀମାନେ ଖବର ପାଇଁ ଦୃଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ

ପ୍ରଣବଙ୍କ ବିତର୍କିତ ଆତ୍ମଜୀବନୀ

ଚଳିତ ଶତାବ୍ଦୀର ପ୍ରଥମ ଦଶକର କଥା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଲୋକପ୍ରିୟତା ସାରା ଦେଶରେ ଶିଖର ଛୁଇଁଥାଏ। ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥାଏ ଜାତୀୟ ରାଜପଥ ପ୍ରଶସ୍ତୀକରଣ ଯୋଜନା ଓ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଆକୁମାରୀ ହିମାଳୟ ସମସ୍ତ

ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ କେବେ?

ରାଉରକେଲା : ରାଉରକେଲା ସହରରର ବାଲୁଘାଟରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ସ୍ୱରେଜ ଟ୍ରିଟମେଂଟ ପ୍ଲାଂଟ ତିଆରୀ ଚାଲିଛି। ଦୈନକି ୪୦ ଏମଏଲଡି କ୍ଷମତା ବିଶିଷ୍ଟ ଏହି ପ୍ଲାଂଟ କାର୍ଯ୍ୟ ଜାନୁଆରୀ, ୨୦୧୭ରେ ଆରମ୍ଭ ହୋଇଥିଲା। ରାଉରକେଲା ମହାନଗରନିଗମର ବିଭିନ୍ନ ୱାର୍ଡ଼ରେ ସ୍ୱରେଜ ବ୍ୟବସ୍ଥାକୁ

କାଶୀପୁରରେ ତୁଷାରପାତ

କାଶୀପୁର : ରାୟଗଡା ଜିଲା କାଶୀପୁରକୁ ପୁଣି ଲେଉଟିଛି ପ୍ରବଳ ଜାଡ। ବ୍ଲକ ସାରା ଲୋକେ ଶୀତରେ ଥରୁଛନ୍ତି। ଗତ ତିନି ଚାରି ଦିନ ଧରି ବ୍ଲକରେ ତାପମାତ୍ରା ହ୍ରାସ ପାଇବା ସହିତ ପ୍ରବଳ ଶୀତ ଲହରି ପ୍ରବାହିତ ହେଉଛି। କୋହଲା ପବନ ଓ ହାଡଥରା ଶୀତରେ ଜାଡେଇ ଯାଉଛନ୍ତି ଲୋକ। କାକରରେ କାଲୁଆ ମାରୁଛି

ଜିଏସ୍‌ଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ଜିଏସ୍‌ଟି(GST) ଅଫିସର ଅଲେଖ ମହାନନ୍ଦଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଲେଖ ମହାନନ୍ଦଙ୍କ ଛେଣ୍ଡ୍ କଲୋନୀ ଘର ସମେତ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।  ମହାନନ୍ଦଙ୍କ ଶ୍ୱଶୁର ଘର, ପୈତୃକ ଘର ଓ କାର୍ଯ୍ୟାଳୟରେ ବି

ମର୍ମନ୍ତୁଦ ଦୁର୍ଘଟଣା ; କାର କଣ୍ଟେନର ଧକ୍କା , ୫ ଜୀବନ୍ତ ଦଗ୍ଧ

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାରେ ମଙ୍ଗଳବାର ସକାଳ ସମୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ୟମୁନା ଏକ୍ସପ୍ରେସରେ କଣ୍ଟେନର ସହ ଏକ କାର ଧକ୍କା ହେବା ଫଳରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। କଣ୍ଟେନରଟି ଭୁଲ ଦିଗରେ ଆସିଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି