ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ନିଜ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଆତ୍ମହତ୍ୟା ଉଦ୍ୟମ

କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଆଖୁ ଚାଷୀଙ୍କୁ ବଡ଼ ଉପହାର

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଆଖୁ ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଆଖୁ ଚାଷ କରୁଥିବା କୃଷକମାନଙ୍କୁ ୩୫୦୦ କୋଟି ଟଙ୍କା ରପ୍ତାନି ରିଆତି, ୧୮ ହଜାର କୋଟି ଟଙ୍କାର ରପ୍ତାନି ଲାଭ ଏବଂ ଅନ୍ୟାନ୍ୟ ରିଆତି ପ୍ରଦାନ କରାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି ।

ଆସନ୍ତାକାଲି ଉତକ୍ଷେପଣ ହେବ ୪୨ତମ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧

ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ ପାଇଁ ୨୫ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୨ଟା ୪୧ ମିନିଟରେ ଏହି ଅବଗଣନା ଆରମ୍ଭ ହୋଇଛି। ଏହା ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ହେବ। ଆସନ୍ତାକାଲି (ଡିସେମ୍ବର ୧୭) ଅପରାହ୍ନ ୩ଟା ୪୧ ମିନିଟରେ

୧୯୭୧ ଯୁଦ୍ଧରେ ନିଖୋଜ ହୋଇଯାଇଥିଲେ ଲାନ୍ସ ନାଏକ ମଙ୍ଗଲ ସିଂହ

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା। ଏହା ଭାରତ ପାଇଁ ଆଜି ପର୍ଯ୍ୟନ୍ତ ଏକ ସ୍ମରଣୀୟ ମୁହୂର୍ତ୍ତ ଏବଂ ବଡ଼ ଗର୍ବର ବିଷୟ ରହିଆସିଛି। ଅନେକ ଯବାନଙ୍କ ବଳିଦାନରେ ଦେଶ ଗୌରବାନ୍ବିତ ହୋଇଛି। ତେବେ ଏହି ଯୁଦ୍ଧ ସମୟରେ ଭାରତୀୟ ସେନାର ଲାନ୍ସ ନାଏକ ମଙ୍ଗଲ ସିଂହ ନିଖୋଜ

ନିର୍ମାଣ ଚାଲିଥିବା ବେଳେ ଦବିଲା ପୋଲ

ରେଢାଖୋଲ : ନିର୍ମାଣର ମାସେ କି ୬ ମାସ ପରେ ନୁହେଁ, ନିର୍ମାଣ ଚାଲିଥିବା ବେଳେ ଦବିଗଲା ପୋଲ। ଏପରି ଘଟଣା ଘଟିବା ପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲର ସ୍ଥାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଆମଲିପାଣିରେ ଦେଖିବାକୁ ମିଳିଛି। ପୋଲ

ବନ ବିଭାଗକୁ ବଡ଼ ସଫଳତା

ଯାଜପୁର : ଯାଜପୁରରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବନବିଭାଗ ବନଖଣ୍ଡ ଅଧୀନସ୍ଥ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୫ଟି ହରିଣ ଶିଙ୍ଗ, ଗୋଟିଏ ହାତୀ ଦାନ୍ତ ଓ ଗୋଟିଏ ବିରଳ ଏଣ୍ଡୁଅ ଜବତ କରିଛି। ଚଢ଼ାଉ ବେଳେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ କର୍ମଚାରୀ ରଙ୍ଗେହାତ ଧରା ପଡ଼ିଥିବା

ଏପ୍ରିଲରେ କଂଗ୍ରେସର ନୂଆ ଚେହେରା!

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସୁସ୍ଥ ଅନ୍ୟପଟେ ସାରା ଦେଶରେ ଦୁର୍ବଳ ହୋଇଛି କଂଗ୍ରେସ। ତେଣେ ଆଗକୁ ରହିଛି ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟର ବିଧାନସଭା ନିର୍ବାଚନ। ଏସବୁକୁ ନଜରରେ ରଖି କଂଗ୍ରେସ ଦଳ ୨୦୨୧ ଏପ୍ରିଲ ମାସରେ ଦଳର ସଭାପତି

ହିମାଚଳପ୍ରଦେଶର ମଣ୍ଡୀରେ ଭୂକମ୍ପ ଝଟକା ଅନୁଭୂତ

ମଣ୍ଡୀ : ହିମାଚଳପ୍ରଦେଶର ମଣ୍ଡୀ ଜିଲାରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ରେକର୍ଡ କରାଯାଇଛି। ଶିମଲା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଭୂକମ୍ପର ଝଟକା ୨ଟା ୭ରେ ଅନୁଭବ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳମଣ୍ଡୀ ଠାରୁ ୧୩ କିମି ଦୂର

କୃଷକ ଆନ୍ଦୋଳନ: କେନ୍ଦ୍ର, ପଞ୍ଜାବ ଓ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରତ କୃଷକମାନଙ୍କୁ ତୁରନ୍ତ ହଟାଇବା ଲାଗି ଅଧିକାରଙ୍କୁ ନିର୍ଦେଶ ଦେବା ପାଇଁ ରୁଜୁ ହୋଇଥିବା ପିଟିଶନର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ଅଦାଲତ ଏହି ମାମଲାରେ କେନ୍ଦ୍ର

ବିଜୟ ଦିବସ

ଭାରତ ହେଉଛି ସାହସୀ ଯୋଦ୍ଧାମାନଙ୍କର ଦେଶ, ଏଠାରେ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ତ୍ୟାଗ କରିବାକୁ ବୀରମାନେ ତିଳେ ମାତ୍ର ଭୟ କରନ୍ତି ନାହିଁ। ଭାରତୀୟ ସେନା ଏପରି ଯୋଦ୍ଧାମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ପ୍ରତିବର୍ଷ ୧୬ ଡିସେମ୍ବରରେ ଆମେ ‘ବିଜୟ ଦିବସ’ ପାଳନ କରିଥାଉ। କାରଣ