ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବୀ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କ୍ୟାବିନେଟ ·ଷୀମାନଙ୍କର ଆୟକୁ ଦେଢଗୁଣା କରିବା ପାଇଁ ଓଡ଼ିଶା ବିଧାନସଭା ଦ୍ୱାରା ପାରିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ନିଷ୍ପତ୍ତି କରିଛି । ଚଳିତ କୃଷକ ଆନେ୍ଦାଳନ!-->…