ଜାତୀୟତା ଭାବ ଜାଗ୍ରତ କରିଥିଲା ସୁବ୍ରମଣ୍ୟ ଭାରତୀଙ୍କ କବିତା – ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆନ୍ତର୍ଜାତିକ ଭାରତୀ ଉତ୍ସବ-୨୦୨୦ରେ ଉଦବୋଧନ ଦେଇଛନ୍ତି। ଚେନ୍ନାଇର ବାନ୍ବିଲ୍ ସାଂସ୍କୃତିକ କେନ୍ଦ୍ରଦ୍ୱାରା ଏହି ଉତ୍ସବର ଆୟୋଜନ କରାଯାଇଥିଲା। କୋଭିଡ-୧୯ ଯୋଗୁଁ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ!-->…