ଚାଷୀ ଆନ୍ଦୋଳନ ଓ ଆନ୍ନା ହଜାରେଙ୍କ ଚେତାବନୀ ମଝିରେ ମୋଦି ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀ ଆନେ୍ଦାଳନ ଚାଲିବା ମଧ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱର ଉଠାଇଛନ୍ତି ଆନ୍ନା ହଜାରେ । ଆନ୍ନା କହିଛନ୍ତି ବାରମ୍ବାର ସରକାରଙ୍କୁ ଜଣାଇବା ପରେ, ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦେଶରେ ଯେଉଁ ଲୋକପାଳ ଆଇନ ପାଇଁ ଆନ୍ଦୋଳନ ଚାଲିଥିବା, ସେ ଧାରଣାରେ ବସିଥିଲେ ତାହା

୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ନେବ ବରମୁଣ୍ଡା ବସ ଟର୍ମିନାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତିକରଣ କାମ ଦେଖିବା ସହ ଏହାର ତଦାରଖ ଓ ସମୀକ୍ଷା କରଛନ୍ତି । ୧୧ ଏକର ଜମିରେ ଏହି ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨

ଓଲଟିଲା ବସ : ୪୦ ଆହତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିରୁ ୩ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

କୃଷି ଆଇନ ଉପରେ କହିଲେ ତୋମାର, କୃଷକଙ୍କୁ ସ୍ୱାର୍ଥକୁ ସରକାର ଦେଉଛନ୍ତି ସର୍ବାଧିକ ଗୁରୁତ୍ୱ

ଦେଶରେ ନୂଆ କୃଷି ଆଇନକୁ ନେଇ ଗତ ୧୪ ଦିନ ଧରି କୃଷକ ସଂଗଠନ ଦ୍ୱାରା ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆଲୋଚନା ଆରମ୍ଭରେ ପଶ୍ଚିମବଙ୍ଗରେ ବିଜେପି

ଲାଞ୍ଚ ବିରୋଧରେ ମଞ୍ଚରେ ଭାଷଣ ଦେଲେ, ଘଣ୍ଟାଏ ପରେ ଲାଞ୍ଚ ନେଇ ନିଜେ ଗିରଫ ହେଲେ ଅତିରିକ୍ତ ଏସପି

ଲାଞ୍ଚ ବିରୋଧରେ ମଞ୍ଚରେ ଜୋରଦାର ଭାଷଣ ଦେଲେ। ଏହାର ଠିକ୍‌ ୧ ଘଣ୍ଟା ପରେ ଲାଞ୍ଚ ନେଉଥିବାବେଳେ ନିଜ ବିଭାଗର କର୍ମଚାରୀଙ୍କ ହାତରେ ଗିରଫ ହେଲେ। ଏପରି ଘଟଣା ଘଟିଛି ରାଜସ୍ଥାନର ଜୟପୁର ସାୱାଇ ମାଧୋପୁର ଅଞ୍ଚଳରେ। ଲାଞ୍ଚ ନେଇ ଗିରଫ ହୋଇଛନ୍ତି ଆଣ୍ଟି କରପ୍‌ସନ ବ୍ୟୁରୋ(ଏସିବି)ର ଅତିରିକ୍ତ

ପାକ୍‌ର ଆଶଙ୍କା; ଭାରତ କରିପାରେ ସର୍ଜିକାଲ୍‌ ଷ୍ଟାଇକ୍‌

ଇସଲାମାବାଦ: ପାକିସ୍ତାନକୁ ପୁଣି ଥରେ ଭାରତର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭୟ ଘାରିଛି। ଭାରତ ଦେଶରେ ଚାଲିଥିବା କୃଷି ଆନ୍ଦୋଳନରୁ ଧ୍ୟାନ ହଟାଇବା ଲାଗି ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରେ ବୋଲି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଶଙ୍କା କରିଛି। ଏ ସମ୍ପର୍କରେ ପାକିସ୍ତାର ପ୍ରମୁଖ

ମାର୍ଗଶିରର ମହକ

ବର୍ଷକ ୧୨ମାସ ମଧ୍ୟରୁ ଶ୍ରେଷ୍ଠ ମାସ ଭାବେ ମାନ୍ୟତା ମିଳେ ମାର୍ଗଶିରକୁ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାର ଦଶମ ଅଧ୍ୟାୟରେ କହିଛନ୍ତି – ମାସାନାଂ ମାର୍ଗଶୀର୍ଷୋଽହଂ ଅର୍ଥାତ୍‍ ମାସମାନଙ୍କ ମଧ୍ୟରେ ମୁଁ ହେଉଛି ମାର୍ଗଶିର। ସଖା ଅର୍ଜୁନଙ୍କୁ ଏଇ ମାସରେ ଗୀତାଜ୍ଞାନ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ।

ବାପା ହେଲେ ଜୁନିୟର ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପରିବାରକୁ ଆସିଛନ୍ତି ନୂଆ ଅତିଥି। ଆଜି ତାଙ୍କ ପୁଅ ଆକାଶ ଓ ବୋହୂ ଶ୍ଳୋକା ବାପା ମା’ ହୋଇଛନ୍ତି। ଶ୍ଳୋକା ଆଜି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେବା ପରେ ଅମ୍ବାନୀ ପରିବାରରେ ଖୁସିର ବାତବରଣ ସୃଷ୍ଟି ହୋଇଛି। ଜେଜେବାପା ଓ ଜେଜେ

‘ଆତ୍ମନିର୍ଭର ଭାରତ’ର ସାକ୍ଷୀ ହେବ ନୂଆ ସଂସଦ ଭବନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସଂସଦ ଭବନରେ ଆମ ଦେଶ ଏବଂ ସମ୍ବିଧାନର ନିର୍ମାଣ ହୋଇଛି। ଆମ ସଂସଦ

୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ସୋନୁ ସୁଦ୍‌ ଶୀର୍ଷରେ

ମୁମ୍ବଇ : କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବା ଅଭିନେତା ସୋନୁ ସୁଦଙ୍କୁ ଦକ୍ଷିଣ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷ ସ୍ଥାନ ଦିଆଯାଇଛି। ଲକଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ଅସହାୟମାନଙ୍କୁ ସାହାଯ୍ୟର ହାତବଢାଇଥିଲେ ସେଥିପାଇଁ