ମୁଖ୍ୟମନ୍ତ୍ରୀ ରହିବାକୁ ନୀତିଶ ଅରାଜି !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସଂଖ୍ୟା ଗରିଷ୍ଠ ହାସଲ କରିଥିଲା ବେଳେ ଜେଡିୟୁ ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ସ୍ପଷ୍ଟ କରିଦେଇଛି । ମାତ୍ର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଶ୍ରୀ କୁମାର ଅନିଚ୍ଛା ପ୍ରକାଶ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ

ଜିଡିପି ୮.୬% କମିବ : ଆରବିଆଇ

ନୂଆଦିଲ୍ଲୀ: ଜୁଲାଇ ସେପ୍ଟେମ୍ବରରେ ଶେଷ ହୋଇଥିବା ତ୍ରୟ ମାସିକରେ ଦେଶର ବିକାଶ ହାର (ଜିଡିପି) ୮.୬% ହ୍ରାସ ପାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆକଳନ କରିଛି । ତେବେ ଆରବିଆଇର ଏହି ଆକଳନକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି । ଅନ୍ୟପକ୍ଷରେ ଆରବିଆଇ

ଆତ୍ମନିର୍ଭର ଭାରତ ୩-୦ ଘୋଷଣା : ନୂଆ କର୍ମଚାରୀଙ୍କ ଇପିଏଫ ଭରିବେ ସରକାର, ସୁଧୁରୁଛି ଦେଶର ଆର୍ଥିକ ବ୍ୟବସ୍ଥା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ବିପର୍ଯ୍ୟସ୍ଥ ହୋଇପଡିଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି, କରୋନା ପ୍ରଭାବ କମ୍ ହୋଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ସେ କହିଛନ୍ତି ଯେ, ଦେଶର

ଘରକୁ ଫେରିଲେ ଅପହୃତ କ୍ରସର ମାଲିକ

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲ କ୍ରସର ୟୁନିଟର ଅନୀତି ଦୂରରୁ ଅପହରଣ ହୋଇଥିବା କ୍ରସର ମାଲିକ ପ୍ରଦୀପ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଛନ୍ତି। ତେବେ ଅପହରଣ ବିଷୟରେ କିଛି ମୁଁହ ଖୋଲିନାହାନ୍ତି। ଗତ ଶନିବାର ବିଳମ୍ବିତ ରାତିରେ  ତାଙ୍କୁ ଅପହରଣ କରାଯାଇଥିଲା

ବ୍ୟକ୍ତି-ସ୍ବାଧୀନତା, ସଭିଙ୍କ ପାଇଁ ସାମ୍ବିଧାନିକ ସୁରକ୍ଷା କବଚ ରହୁ

ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ରିପବ୍ଲିକ୍‌ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରି ତାଙ୍କ ରାୟରେ ଏଭଳି କେତେକ ପ୍ରସଙ୍ଗ ଉଠାଇଛନ୍ତି, ଯାହା ଖୁବ୍‌ ମହତ୍ତ୍ବପୂର୍ଣ୍ଣ। ସୂଚନାଯୋଗ୍ୟ ଯେ ଇଣ୍ଟେରିୟର୍‌ ଡିଜାଇନର୍ ଅନ୍ବୟ ନାଏକ ଓ ତାଙ୍କ ମାଆଙ୍କ

ଓଡ଼ିଶାରେ ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ୧.୯ ଲକ୍ଷ ନୂଆ ଗ୍ରାହକ ଯୋଡିଛି : ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ ଅଗଷ୍ଟ ମାସରେ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଗ କରିଥିବା ଏହି ମାସ ପାଇଁ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ମାଆ ଓ ଶିଶୁପୁତ୍ର ମୃତ

ବାଲେଶ୍ବର: ବାଲେଶ୍ବର ଜିଲା ଖନ୍ତପଡା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମାଆ ଓ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ପରିବାର ସ୍କୁଟିରେ ଶେରଗଡ଼ ପଟୁ ଭଦ୍ରକ

ମାଲକାନଗିରି ପୁଲିସକୁ ବଡ ସଫଳତା ; ବ୍ୟାପକ ଗୁଳି ଓ ବୋମା ଜବତ

ମାଲକାନଗିରି :  ମାଲକାନଗିରି ଜିଲା ପୁଲିସକୁ ତଲାସି ଅଭିଯାନ ସମୟରେ ବଡ ସଫଳତା ମିଳିଥିବା ଗୁରୁବାର ଜଣାପଡ଼ିଛି। ତଲାସି ଅଭିଯାନ ସମୟରେ ପୁଲିସ ଦ୍ୱାରା ବ୍ୟାପକ ଗୁଳି ଓ ବୋମା ଜବତ ହୋଇଛି। ମାଲକାନଗିରି ଜିଲା  ସ୍ୱାଭିମାନ ଅଞ୍ଚଳର ଏସ ଓ ଜି, ବିଏସଏଫ ଓ ଡିଭିଏଫ ର ମିଳିତ ସର୍ଚ୍ଚ ଅପରେସନ

ପାଟଣାଗଡ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା ; ହତ୍ୟାକାଣ୍ଡ ସନ୍ଦେହ ଘନୀଭୂତ

ବଲାଙ୍ଗୀର : ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ନୂଆ ମୋଡ ସୃଷ୍ଟି ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତ ପରିବାରର ଅନ୍ୟ ୫ପୁଅ ପହଞ୍ଚିବା ପରେ ଧିରେ ଧିରେ ମୃତ୍ୟୁର କାରଣ ସ୍ପଷ୍ଟ ହେଉଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଏହାସହ ହତ୍ୟା

ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ