କରୋନା ନେଲା ଆଉ ଏକ ଯୁବ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତରେ ପୁଣି ଏକ ସାମ୍ବିଦକଙ୍କ ମୃତ୍ୟୁ ଘଟିଛି । ନ୍ୟୁଜ୍‌ ୧୮ ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଛି। କରୋନା ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ପ୍ରବୀର। ତେବେ ଚିକିତ୍ସା ପରେ ମଧ୍ୟ ତାଙ୍କ

ଅର୍ଣ୍ଣବଙ୍କ ସମର୍ଥନରେ ସୁଶାନ୍ତ ପରିବାରର ଓକିଲ

ମୁମ୍ବାଇ: ରିପବ୍ଲିକ୍ ଟିଭି ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ପରେ ଚାରିଆଡ଼େ ଆକ୍ରୋଶ ଦେଖିବାକୁ ମିଳିଛି। ଅର୍ଣ୍ଣବଙ୍କ ସମର୍ଥନରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ସୁଶାନ୍ତ ସିଂହ ରାଜପୁତଙ୍କ

‘ବାଣ ବନ୍ଦ’ ନିୟମ କଡ଼ାକଡ଼ି : ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଏଥର ବାଜିବନି ବାଜା କି ଫୁଟିବନି ବାଣ। କେବଳ ମହମବତି, ଦୀପ, ଆଲୋକ ସାଜସଜ୍ଜାରେ ଉତ୍ସବ ପାଳନ ହେବ। ଏଥିରେ ବ୍ୟତିକ୍ରମ କଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି କମିସନର କହିଛନ୍ତି। ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ

ଥମୁନି ମୃତ୍ୟୁ : ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୩୭୮କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ

ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତ ୧୩୮୫

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧ ହଜାର ୩୮୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ

ପୁଣି କରୋନା ଭୟ!

ସେପ୍ଟେମ୍ବର ୧୧ ତାରିଖରେ ମାତ୍ର ଗୋଟିଏ ଦିନରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସର୍ବାଧିକ ୯୭,୬୫୦ରେ ପହଞ୍ଚି ବିଶ୍ୱରେ ରେକର୍ଡ ସୃଷ୍ଟି କରିବା ପରେ ସେହିମାସ ମଧ୍ୟଭାଗରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ଅକ୍ଟୋବର ୨୫ ତାରିଖ ଦିନ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ୫୦

ସିଫାରେ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର: କୌଶଲ୍ୟାଗଙ୍ଗସ୍ଥିତକେନ୍ଦ୍ରୀୟ ମଧୁରଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥାନରେ ସତର୍କତା ସଚେତନତା ସପ୍ତାହ ୨୭ ଅକ୍ଟୋବରରୁ ୨ ନଭେମ୍ବରମଧ୍ୟରେ ପାଳିତ ହୋଇଯାଇଛି । ସତର୍କ ଭାରତ ସମୃଦ୍ଧ ଭାରତନ୍ତବିଷୟବସ୍ତୁଉପରେ ଆଧାରିତ ଏହିସତର୍କତାସପ୍ତାହର ପ୍ରାରମ୍ଭରେ ସିଫା ମୁଖ୍ୟାଳୟର

ଓଡିଶାରେ କରୋନା କିଲର

ଭୁବନେଶ୍ୱର : ଭାରତୀୟ ଭେଷଜ ଗବେଷଣା ପରିଷଦ (ଅ।ଇସିଏମ୍ଅ।ର) ଏବଂ ନେସନାଲ ଇନ୍ଷ୍ଟିଟ୍ୟୁଟ ଅଫ୍ ଭାଇରୋଲୋଜି (ଏନ୍ଅ।ଇଭି) ଦ୍ୱାରା ଅନୁମୋଦିତ କରୋନା ଭୂତାଣୁକୁ ମାରି ପାରୁଥିବା ଯନ୍ତ୍ର 'କରୋନା କିଲର' ଅ।ଜି ଓଡିଶାରେ ପ୍ରବେଶ କରିଛି । ପୁଣେ ସ୍ଥିତ ଭାରତୀୟ କମ୍ପାନୀ ଇଣ୍ଡୋଟେକ ସଲ୍ୟୁସନ

ରାଜ୍ୟ ସରକାରଙ୍କଠୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥ। ସିବିଆଇ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇଛି । ରାଜ୍ୟରୁ ପ୍ରକାଶିତ ହେଉଥିବା ୩ଟି ଦୈନିକ ସମ୍ବାଦପତ୍ର ସମ୍ପର୍କରେ ସିବିଆଇ ଖୋଳତାଡ ଆରମ୍ବ କରିଛି । ତେବେ କେଉଁ କାରଣ ପାଇଁ ସିବିଆଇ ଏଭଳି ଖୋଳତାଡ କରୁଛି, ତାହା ସ୍ପଷ୍ଟ ହୋଇନଥଲେ ବି, ସିବିଆଇ

ଆମେରିକାରେ ରାଷ୍ଟ୍ରପତି ଭୋଟ୍: ବାଇଡେନ୍-ଟ୍ରମ୍ପ କଡ଼ାଟକ୍କର

ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପ୍ଲବିକାନ୍ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡ଼ାଟକ୍କର ହୋଇଥିବା ଜଣାଯାଇଛି । ଆମେରିକାର ମୋଟ୍ ୫୩୮ଟି ଇଲୋକ୍ରୋଟାଲ କଲେଜ୍ ମଧ୍ୟରୁ ୨୭୦ଟି