ଏବେ ଖୋଲିବନି ସ୍କୁଲ୍!

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ସ୍କୁଲ , କଲେଜ ଖୋଲିବା ନେଇ କୌଣସି ନିଷ୍ପତି ନିଆଯାଇ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେବେ କେବେ ସ୍କୁଲ ଖୋଲିବ ସେ ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ସୂଚନା ଦେଇନାହାଁନ୍ତି । ଆଜି

ଓଡ଼ିଶାରେ ୩୬ଟି ଡ୍ୟାମର ବିକାଶ ଲାଗି କେନ୍ଦ୍ରର ନିଷ୍ପତି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ କମିଟିରେ ନିଆଯାଇଥିବା ନିଷ୍ପତି ଓଡ଼ିଶାକୁ ବଡ଼ ଆଶା ଦେଖାଇଛି । ପ୍ରଥମତଃ ଦେଶରେ ଡ୍ୟାମ ପୁନର୍ବିନ୍ୟାସ ଓ ବିକାଶ ପ୍ରକଳ୍ପ (ଡ୍ରିପ୍)ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାର ୩୬ଟି ଡ୍ୟାମର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ତେବେ ଏଥିରେ କେଉଁ

“ନୁହେଁ ମୁଁ ନକ୍ସଲ୍” ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ବରିଷ୍ଠ ଔପନ୍ୟାସିକ ତଥା କଥାକାର କୃପାସାଗର ସାହୁଙ୍କ ଉପନ୍ୟାସ “ନୁହେଁ ମୁଁ ନକ୍ସଲ୍” ପ୍ରଖ୍ୟାତ ଔପନ୍ୟାସିକ ରାଧାମୋହନ ମହାପାତ୍ରଙ୍କ ଦ୍ୱାରା ଦି ଆକୋ ଗେଷ୍ଟହାଉସ ସଭାକକ୍ଷରେ ଏକ ନିରାଡ଼ମ୍ବର ସଭାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଅନ୍ୟତମ ଅତିଥିଭାବେ

ତିର୍ତୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର

ଜଗତସିଂହପୁର: ତିର୍ତୋଲ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପନିର୍ବାଚନ ପ୍ରଚାର ଲାଗି ଭାରତୀୟ ଜନତା ପାଟି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୧୧ଟାରୁ ରୋଡ ସୋରେ ଯୋଗ ଦେଇ ବିଭିନ୍ନ

ଯାହା ହେଉଛି ଭଲ ହେଉଛି

ମାସ ମାସ ଧରି କରୋନା ମହାମାରୀ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଚାଇନାରୁ ସୃଷ୍ଟ ଏହି ଭାଇରସ୍ କେଉଁଠୁ ଆସିଲା, ତାହା କେବଳ ସେହି ଦେଶକୁ ମାଲୁମ୍ ବୋଲି କୁହାଯାଇପାରେ । କିନ୍ତୁ ଯେପରି ତୀବ୍ର ଗତିରେ ଏହା ୨ଶହରୁ ଉଦ୍ଧ୍ୱର୍ ଦେଶକୁ ବ୍ୟାପିବା ସହିତ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ

ଯାତନା ଦେଉଛି ସ୍ମାର୍ଟସିଟି-୨: ସହିଦନଗର ସାରା ଖାଲ

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟିର ଭିଭିଆଇପି ଅଞ୍ଚଳ ଭାବେ ପରିଚିତ ସହିଦନଗର ଅଞ୍ଚଳର ବାସିନ୍ଦା ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଯୁଆଡ଼େ ଦେଖିବ ସିଆଡ଼େ ଖାଲଖମା। ସବୁଠାରୁ ବଡ଼ କଥା ହେଉଛି ସ୍ମାର୍ଟସିଟିର କାର୍ଯ୍ୟାଳୟ ଏଠାରେ ଥିଲେ ମଧ୍ୟ ଏହି ଅଞ୍ଚଳକୁ ଉପେକ୍ଷା କରାଯାଉଥିବା

ସାମ୍ବାଦିକ ଭୂମିକାରେ ନଜର ଆସିବେ ଶାହରୁଖ

ମୁମ୍ବଇ : ବଲିଉଡ଼ର କିଙ୍ଗ ଖାନ୍ ଶାହରୁଖ ଖାନ୍‍ଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ଟିଭି ସାମ୍ବାଦିକ ଭୂମିକାରେ ଦେଖାଦେବେ । ସବୁଠାରୁ ମଜାଦାର ଖବର ହେଉଛି ଏହି ଚଳଚ୍ଚିତ୍ରଟି ବଲିଉଡର ଜଣାଶୁଣା ମୁହଁ ଆର ମାଧବନଙ୍କ

କୋଟିଆ ପରେ ନାରାୟଣପାଟଣା, ଆନ୍ଧ୍ର ନେଇଗଲା ଓଡ଼ିଶା ଜମି !

ନାରାୟଣପାଟଣା: କେତେବେଳେ ପାଣି ତ’ କେତେବେଳେ ଜମି; ଆଉ କେତେବେଳେ ଡ୍ୟାମ୍‌ କରି ଓଡ଼ିଶାର ସୀମାନ୍ତ ଅଞ୍ଚଳକୁ ବୁଡାଇବାକୁ ବସିଲେଣି ପଡୋଶୀ ରାଜ୍ୟ। ଓଡ଼ିଶା ପ୍ରଶାସନ ଏଥିପ୍ରତି ସତର୍କ ନ ରହିବା ଏବଂ ଉଭୟ ରାଜ୍ୟ ମଧ୍ୟ ମିଳିତ ସର୍ଭେ କରି ଜମି ଚିହ୍ନଟ ନ କରିବାର ସାଙ୍ଘାତିକ ଅଭିଯୋଗ ଏବେ

ସବୁ କୁଳପତିଙ୍କୁ ୟୁଜିସିର ନିର୍ଦେଶ ; ୩୧ରେ ଶିକ୍ଷାନୁଷ୍ଠାନରେ ପାଳନ କର ‘ରାଷ୍ଟ୍ରୀୟ ଏକତା ଦିବସ’

ଭୁବନେଶ୍ବର:ଆସନ୍ତା ୩୧ ତାରିଖରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ। ଶିକ୍ଷାନୁଷ୍ଠାନରେ ଏହି ଦିବସକୁ ପାଳନ କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଅବଗତ କରାଯାଇଛି। ୟଜିସି ସଚିବ ପ୍ରଫେସର

ଆଇପିଏଲ ବେଟିଂ; ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ କଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ଆଇପିଏଲ ବେଟିଂ ଚଳାଉଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ବ୍ରହ୍ମପୁର ପୁଲିସ । ଏହି ଗ୍ୟାଙ୍ଗର ମୁଖ୍ୟ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି । ସେମାନଙ୍କଠାରୁ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି। ଗିରଫ ୨ ଜଣ ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର