ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ମେଲବର୍ଣ୍ଣ: ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ୧୮ ଜଣିଆ ଅଷ୍ଟ୍ରେଲିଆ ସ୍କ୍ୱାଡରେ ଯୁବ ବ୍ୟାଟ୍ସମ୍ୟାନ୍ କାମେରନ୍ ଗ୍ରୀନଙ୍କୁ ସାମିଲ୍ କରାଯାଇଛି। ସେହିପରି ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ)ରେ ଦମଦାର ପ୍ରଦର୍ଶନ ବଳରେ ମୋଜେସ୍ ହେନରିକ୍ସ

ଯୁଗ୍ମ ସଂସଦୀୟ କମିଟି ଆଗରେ କ୍ଷମା ମାଗିଲା ଟ୍ୱିଟର୍‌

ନୂଆଦିଲ୍ଲୀ: ଭାରତର ଜମ୍ମୁ-କଶ୍ମୀର ଓ ଲଦାଖର ଲେହକୁ ଚାଇନାର ଦର୍ଶାଇ ବିବାଦରେ ଫସିଥିବା ଟ୍ୱିଟର ଆଜି କ୍ଷମା ମାଗିଛି। ଭାରତର ଭୂଖଣ୍ଡକୁ ଟ୍ୱିଟର ଚାଇନାର ବୋଲି ଦର୍ଶାଇଥିବାରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ରଖିବା ଓ ତଥ୍ୟ ଗୋପନୀୟତା ଉପରେ ମତ ରଖିବାକୁ

ପ୍ରଦୂଷଣ ରୋକିବାକୁ ନୂଆ ଆଇନ : ଉଲ୍ଲଙ୍ଘନ କଲେ ୫ ବର୍ଷ ଜେଲ, କୋଟିଏ ଟଙ୍କା ଫାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ନୂଆ ଆଇନ ଆଣିଛନ୍ତି। କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ତତ୍କାଳ ଭାବେ ଏହି ଆଇନକୁ

ଘରେ ବସି ଦେଖିହେବ ନନ୍ଦନକାନନର ଜୀବଜନ୍ତୁଙ୍କୁ

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି କେହି ନନ୍ଦନକାନନ ଆସି ପାରୁନଥିବେ, ତାହେଲେ ସେମାନେ ଘରେ ବସି ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କୁ ଦେଖିପାରିବେ। ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ ଭିଡିଓ ୱେବସାଇଟରେ

ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କରୋନା ଟିକା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମୋଦୀ ଦେଶବାସୀଙ୍କୁ କହିଛନ୍ତି ଯେ, ଭାରତରେ କରୋନା ଟିକା ଉପଲବ୍ଧ ହେବା ମାତ୍ରେ ଏହା ପ୍ରତ୍ୟେକ ନାଗରିକଙ୍କୁ ଯୋଗାଇ ଦିଆଯିବ। କୌଣସି ଭାରତୀୟ ଟିକା ପାଇବାରୁ ବଞ୍ଚିତ ହେବେ

ସରକାରଙ୍କୁ କେନ୍ଦ୍ର ସୂଚନା କମିସନଙ୍କ ନୋଟିସ; ‘ଆରୋଗ୍ୟ ସେତୁ’ର ପ୍ରସ୍ତୁତକର୍ତ୍ତା କିଏ ଜଣାଅ

ନୂଆଦିଲ୍ଲୀ : କରୋନା ସଂକ୍ରମଣଜନିତ ସୂଚନା ପ୍ରଦାନ ଓ ସଚେତନତା ପାଇଁ ଭାରତ ସରକାର ପ୍ରସ୍ତୁତ କରିଥିବା ‘ଆରୋଗ୍ୟ ସେତୁ’ ଆପ୍‌ର ପ୍ରସ୍ତୁତକର୍ତ୍ତାଙ୍କ ସମ୍ପର୍କରେ ସମ୍ପୃକ୍ତ ମନ୍ତ୍ରଣାଳୟ ନିକଟରେ କୌଣସି ତଥ୍ୟ ନାହିଁ। ଏ ନେଇ କେନ୍ଦ୍ର ସୂଚନା କମିସନ୍ ବୁଧବାର ସରକାରଙ୍କୁ କାରଣ ଦର୍ଶାଅ

ଅବକାରୀ ବିଭାଗର ଚଢାଉ; ୪୦ଲିଟର ମହୁଲି ମଦ ଜବତ, ମହୁଲ ପୋଚ ନଷ୍ଟ

କେଶଦୁରାପାଳ : ଅବକାରୀ ବିଭାଗ ଚଢାଉ କରି ୪୦ଲିଟର ମହୁଲି ମଦ ଜବତ କରିବା ସହ ୧୨୩୦ କେଜି ମହୁଲ ପୋଚ ନଷ୍ଟ କରିଛି। ସୁଚନାରୁ ପ୍ରକାଶ, ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଓ ଯୋଗୀଆବନ୍ଧ ଗ୍ରାମରେ ଚୋରା ମହୁଲି ମଦ କାରବାର  କରୁଥିବା ବେଳେ ଖବର ପାଇ ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଉକ୍ତ

ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଦିବସ

ନୂଆଦିଲ୍ଲୀ : ପ୍ରତିବର୍ଷ ଅକ୍ଟୋବର ମାସ ୨୯ତାରିଖକୁ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଇଥାଏ। ଇଣ୍ଟରନେଟ୍‍ ବ୍ୟବହାରର ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ରହିଛି। ଇଣ୍ଟନେଟ୍‍ ମାନବ ଜୀବନଶୈଳୀକୁ ସରଳ ତଥା ସରସ କରିଛି। ଅନ୍ୟପଟେ ଏହାର ଅନେକ ମାରାତ୍ମକ ପ୍ରଭାବ ରହିଥିବା ମଧ୍ୟ ବିଗତ ଦିନରେ

ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା :ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହେଲା ନିଖୋଜ ସୀମାଞ୍ଚଳ ପରିଡା ମୃତ

ଭୁବନେଶ୍ବର : ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ସୀମାଞ୍ଚଳଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପରେ ସୀମାଞ୍ଚଳ ପରିଡା ନିଖୋଜ ରହିଥିଲେ । ତେବେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡର ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ନିଖୋଜ ସୀମାଞ୍ଚଳ ପରିଡାଙ୍କର

ବକ୍ସିଂ ଡେ ଟେଷ୍ଟ; ୨୫ ହଜାର ଦର୍ଶକଙ୍କୁ ପ୍ରତ୍ୟହ ମ୍ୟାଚ ଦେଖିବାର ସୁଯୋଗ

ମେଲ୍‌ବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ତଥା ବକ୍ସି ଡେ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ପର୍ୟ୍ୟନ୍ତ ମେଲ୍‌ବୋର୍ଣ୍ଣରେ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ପ୍ରତିିଦିନ ଷ୍ଟାଡ଼ିୟମକୁ ୨୫ ହଜାର ଦର୍ଶକ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଏଥିନେଇ