ଯାତନା ଦେଉଛି ‘ସ୍ମାର୍ଟସିଟି’: ସ୍ବପ୍ନ ଦେଖାଇ ଶୋଇଗଲେ
ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟସିଟି ‘ଭୁବନେଶ୍ୱର’ ଘୋଷଣା ପରେ ସହରବାସୀ ଯେତିକି ଉଲ୍ଲସିତ ହୋଇଥିଲେ ଏବେ ସେତିକି ଅନୁତାପ କରୁଛନ୍ତି। କାରଣ ସ୍ମାର୍ଟସିଟି ନାଁରେ ସ୍ବପ୍ନ ଦେଖାଇ କର୍ତ୍ତୃପକ୍ଷ କେବଳ ଦିନ ଗଡ଼ାଇ ଚାଲିଛନ୍ତି ସିନା ହେଲେ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ କୌଣସି!-->…