ତୀରମାଡ଼ରେ ଜଣଙ୍କର ମୃତ୍ୟୁ

ରାଇରଙ୍ଗପୁର : ଗତକାଲି ଗୋରୁମହିଷାଣୀ ଥାନା କୁକୁଡିମୁଣ୍ଡି ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ତୀରମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଛୋଟରାୟ ଦେହୁରୀ(୪୦)ର ତୀରମାଡରେ ସମରା ଦେହୁରୀର ମୃତ୍ୟୁ ହୋଇ ଯାଇଛି। ମୃତକର ତିନୋଟି ସନ୍ତାନ ରହିଛି। ଗୋରୁମହିଷାଣୀ

ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଓଡ଼ିଶା : ବେକାରୀ ହାର ୩%ରୁ କମ୍

ଦେଶରେ ସାମଗ୍ରିକ ବେକାରୀ ହାର ହ୍ରାସ ପାଉଛି । ଏହା ସତ୍ବେ ୧୦ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଗମ୍ଭୀର । ସେପ୍ଟେମ୍ବରରେ ଏହି ରାଜ୍ୟଗୁଡ଼ିକରେ ବେକାରୀ ହାର ୨ ଅଙ୍କରେ ରହିଛି । ଏପରିକି ଉତ୍ତରାଖଣ୍ଡ ଓ ହରିଆଣା ପରି ରାଜ୍ୟରେ ବେକାରୀ ସ୍ଥିତି ଅତ୍ୟନ୍ତ ଗୁରୁତର ସ୍ଥିତିରେ ପହଞ୍ଚିଛି ।

ଅବପାତର ରୂପ ନେବ ଲଘୁଚାପ

ଭୁବନେଶ୍ଵର : କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହେବାର ସମ୍ଭାବନା ରହିଛି। ଆନ୍ଧ୍ର ଉପକୂଳରେ ଘନୀଭୂତ ହୋଇ ଏହା

ଯାଜପୁର ପୁଲିସ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ

ଯାଜପୁର : ଯାଜପୁର ଜିଲା ପୁଲିସ ପକ୍ଷରୁ ବୁଧବାର ୬୧ତମ ସହିଦ୍ ଦିବସ ପାଳନ କରାଯାଉଛି। ପାଣିକୋଇଲି ସ୍ଥିତ ଜିଲା ପୁଲିସ ମୁଖ୍ୟାଳୟରେ ପାଳନ କରାଯାଇଛି । ଆଜି ମୁଖ୍ୟଅତିଥି ଭାବେ ଜିଲାପାଳ ଚକ୍ରବତୀ ସିଂ ରାଠୋର, ଏସ୍ପି ଚରଣ ସିଂ ମିନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର

୨୨ରେ ସ୍ୱତନ୍ତ୍ର ଓଜେଇଇ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ଦେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତପତପାଣି ଘାଟିରେ ବସ୍‍ ଦୁର୍ଘଟଣା ଘଟି ଆହତ ହୋଇଥିବା ୨୫ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଓଜେଇଇ ଦେବେ। ସେହିପରି ଘରଠାରୁ ବହୁ ଦୂରରେ ଥିବା ପରୀକ୍ଷା କେନ୍ଦ୍ର ସହର ଯୋଗୁଁ ପରୀକ୍ଷାରୁ

ଲାଲ୍‌ବାହିନୀର ବର୍ବର କାଣ୍ଡ; ୧ମୃତ, ୨ଗରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ମାଓବାଦୀମାନେ ମଙ୍ଗଳବାର ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟାଛନ୍ତି। ପୁଳିସ ଇଇନଫର୍ମର ସନ୍ଦେହକରି ଲାଲ୍‌ବାହିନୀ ଜଣଙ୍କର ଗଳା କାଟି ହତ୍ୟା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି। ମୃତ ଜଣଙ୍କ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆର ଏଣ୍ଡ ବି ଡ଼ିଭିଜନ-୫ର ସହକାରୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଥିବା  ଜଣାପଡିଛି। ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗେରେ ମୋଟ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଭୁବନେଶ୍ଵର

ଦେଶରେ ଦିନକରେ ୫୪ ହଜାର ୪୪ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୫୪ ହଜାର ୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୮କୁ ବୃଦ୍ଧି ପାଇଛି। ଅନ୍ୟପଟେ ୬୭ ଲକ୍ଷ ୯୫ ହଜାର ୧୦୩ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ୍ କେସ୍ ୭ ଲକ୍ଷ ୪୦

ରାଜ୍ୟରେ ଆଉ ୧୯୩୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ବୁଧବାର ଆଉ ୧୯୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୪୧୮୧ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୨୦ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୮୧୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି

ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ବୁଧବାର କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୮୧କୁ ବୃଦ୍ଧି ପାଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲାରୁ ୪ ଜଣ, ପୁରୀ ଜିଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ,