ଆଇପିଏଲ୍: ପଞ୍ଜାବ-ଦିଲ୍ଲୀ ଲଢ଼େଇ
ଦୁବାଇ: ଚଳିତ ଆଇପିଏଲ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ହେଉଛି ଏକମାତ୍ର ଦଳ ଯାହା ୨ଟି ମ୍ୟାଚ୍ରେ ସୁପର ଓଭରର ସମ୍ମୁଖୀନ ହୋଇଛି। ପ୍ରଥମ ଥର ଏହା ପରାସ୍ତ ହୋଇଥିବା ବେଳେ ରବିବାର ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷରେ ପଞ୍ଜାବ ୨ ଥର ସୁପର ଓଭରର ସମ୍ମୁଖୀନ ହୋଇଥିଲା। ପ୍ରଥମ ସୁପର ଓଭର ଟାଇ ହେବା!-->…