ଲୁଇସ୍‌ ଗ୍ଲକ୍‌ଙ୍କୁ ସାହିତ୍ୟରେ ନୋବେଲ୍‌

ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ କବୟିତ୍ରୀ ଲୁଇସ୍‌ ଗ୍ଲକ୍‌ଙ୍କୁ ସାହିତ୍ୟରେ ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କର ନିର୍ଭୁଲ କାବ୍ୟିକ ଉଚ୍ଚାରଣ ଯାହାକି ନିରାଟ ସରଳ ସୌନ୍ଦର୍ଯ୍ୟରେ ପ୍ରତ୍ୟେକଙ୍କ ଅସ୍ତିତ୍ବକୁ ସାର୍ବଭୌମିକ କରିପାରିଛି,

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ମାଲକାନଗିରି: ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଳକ ଅନ୍ତର୍ଗତ ଦୁର୍ଗମ ଉଦୟଗିରି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ

ଦେଶରେ ୭୮ ହଜାର ୫୨୪ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ୭୮ ହଜାର ୫୨୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୭୧ ଜଣଙ୍କର ଗତ ୨୪ ଘଣ୍ଟା ମଧ୍ୟରେ କ‌ରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬ରେ ପହଞ୍ଚିଛି। ୯ ଲକ୍ଷ ୨ ହଜାର ୪୨୫ ସକ୍ରିୟ ମାମଲା ରହିଛି। ୫୮ ଲକ୍ଷ ୨୭ ହଜାର ୭୦୫

ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରରୁ କମ୍ ରହୁଥିବା ଦେଖାଯାଉଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୧୬୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୮,୫୬୮ଟି ଆରଟି-ପିସିଆର, ୩୯,୨୧୯ଟି ଆଣ୍ଟିଜେନ ଓ ୮୨ଟି ଟ୍ରୁନଟ୍‌ ନମୁନା

ରାଜ୍ୟରେ ଖୋଲିବ ମନ୍ଦିର!

ଭୁବନେଶ୍ୱର: ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ମୁ୍ଖ୍ୟଶାସନ ସଚିବ ସଂକେତ ଦେଇଛନ୍ତି । କିପରି କୋଭିଡ୍ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତର ବିଭାଗ ଅଧୀନରେ

ପୁଣି ୩ ହଜାର ଡେଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୩୧୪୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୯ ଆକ୍ରାନ୍ତ ଅଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ଗତ ୩ଦିନ

ପେଟ୍ରୋଲପମ୍ପ ବିସ୍ଫୋରଣ : ଜଣେ ମୃତ : ଜଣେ ନିଖୋଜ

ଭୁବନେଶ୍ୱର: ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ଏଲପିଜି ଲିକ୍ରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଥିଲା ବୋଲି ପେଟ୍ରୋଲଲିୟମ ଆଣ୍ଡ ଏକ୍ସପ୍ଲୋସିବ୍ ସେପ୍ଟି ଅର୍ଗାନାଗେସନ୍ (ପୋସ୍କୋ)ର ଉପ ମୁଖ୍ୟ କଂଟ୍ରୋଲର କହିଛନ୍ତି । ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଏହା ଜଣାଯାଇଛି । ପ୍ରଥମେ

ପେଟ୍ରୋଲ ପମ୍ପ ବିସ୍ଫୋରଣ

ରାଜଧାନୀ ଭୁବନେଶ୍ୱରରେ ଗତ ବୁଧବାର ୭ ତାରିଖ ଦିନ ମଧ୍ୟାହ୍ନରେ ଯେଉଁ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟିଛି ସେଥିରେ ଜଣକର ମୃତ୍ୟୁ ଘଟିସାରିଲାଣି । ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି, ଅନୂ୍ୟନ ୩୦ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇ ଜଣ କଟକ ଏସ୍ସିବିକୁ ସ୍ଥାନାନ୍ତରିତ ହୋଇଥିଲେ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

କଟକ: ବହୁ ଚର୍ଚ୍ଚିତ ଧର୍ମଶାହା ନାବାଳିକା ଦୁଷ୍କର୍ମ ମାମଲାରେ ସ୍ଥାନୀୟ ସ୍ୱତନ୍ତ୍ର ପୋକୋ୍ସ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ୨୦ ବର୍ଷ ଜେଲ୍ ଦଣ୍ଡା ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ

ପୋଖରୀରେ ବୁଡି ସାତ ବର୍ଷର ନାବାଳିକା ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲି ଗାଁରେ ଗତକାଲି ସନ୍ଧ୍ର୍ୟାରେ ଏକ ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ହେଉଛନ୍ତି ଚିତ୍ରାଙ୍ଗପାଲି ଗାଁ ର ଉରା ମାଡ଼କାମୀଙ୍କ ସାତ ବର୍ଷର ଝିଅ ତୁଳସୀ ମାଡ଼କାମୀ । ସେ ଗତକାଲି