କରୋନା ମୃତ୍ୟୁ ବିଶ୍ୱରେ ଟପିଲା ୧୦ ଲକ୍ଷ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିଯାଇଛି । ଆମେରିକା, ଭାରତ, ବ୍ରାଜିଲ୍ରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି । ୫୪୦୦ରୁ ଅଧିକ ଲୋକ ପ୍ରତିଦିନ କରୋନାରେ ପ୍ରାଣ ହରାଉଛନ୍ତି । ଏହାର ଅର୍ଥ ପ୍ରତି ଘଂଟାରେ ୨୨୬ ଜଣଙ୍କ ଜୀବନ ଯାଉଛି ଏବଂ ପ୍ରତି ୧୬ ସେକେଣ୍ଡରେ

ସରକାରୀ କାର୍ଯ୍ୟାଳୟ ସବୁ ଶନିବାର ବନ୍ଦ

ଭୁବନେଶ୍ୱର: ଅକ୍ଟୋବର ମାସରେ ସରକାରୀ କାର୍ଯ୍ୟାଳୟ ଚାଲିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଗାଇଡ୍ଲାଇନ୍ ଜାରି କରିଛି । ଭୁବନେଶ୍ୱର-କଟକରେ ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଏପରି ଭାବେ କର୍ମଚାରୀଙ୍କୁ ଡ୍ୟୁଟି ପକାଯିବ, ଯେମିତି ଅଫିସ୍ର କାର୍ଯ୍ୟ

‘ବିଗବସ୍‌-୧୪’ରେ ରାଧେ ମା’

ମୁମ୍ୱାଇ : ରିଆଲିଟି ଶୋ’ ‘ବିଗବସ୍‌ -୧୪’ରେ ଖୁବ୍‌ଶୀଘ୍ର ଦର୍ଶକ ଆତ୍ମଘୋଷିତ ମାତା ରାଧେ ମା’ଙ୍କୁ ଦେଖିବାକୁ ପାଇବେ। ଏହି ଶୋ’ରେ ସାମିଲ ହେବା ପାଇଁ ରାଧେ ମା’ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଛନ୍ତି। ସୂଚନା ଅନୁସାରେ ‘ବିଗବସ୍‌ ୧୪’ର ଗୋଟିଏ ସପ୍ତାହ ପାଇଁ ବିବାଦୀୟ ମାତା ରାଧେ ମା’ଙ୍କୁ

ସ୍ତ୍ରୀକୁ କଟୁରିରେ ହାଁଣି ହତ୍ୟା କଲା ସ୍ୱାମୀ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହରସିଣା(ଖପଡ଼ା)ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହର କରୁଣ ଚିତ୍ର ଦେଖିବାକୁ ମିଳିଛି। ସ୍ବାମୀ କଟୁରି ପଛପଟେ ସ୍ତ୍ରୀର ମୁଣ୍ଡକୁ ବାଡେଇ ବଡେଇ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ

ମାଛର ମୂଲ୍ୟ ୩ ଲକ୍ଷ ; ମାଲାମାଲ ହେଲେ ବୃଦ୍ଧା

ପଶ୍ଚିମବଙ୍ଗର ଜଣେ ବୃଦ୍ଧା ମହିଳାଙ୍କର ନା ବ୍ୟାଙ୍କରୁ ନା କୌଣସି ଲଟେରୀ ଟିକେଟ କିଣିଛନ୍ତି ତଥାପି ସେ ଧନୀ ହୋଇଛନ୍ତି, ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ଉକ୍ତ ମହିଳା ଏକ ବିଶାଳକାୟ ମାଛ ଧରିଥିଲେ, ଯାହା ପାଇଁ ତାଙ୍କୁ ୩

ଓଡ଼ିଶାର କୋଭିଡ୍‌ ପରିଚାଳନା ମଡେଲକୁ ‘ହୁ’ର ପ୍ରଶଂସା

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ପୂର୍ବରୁ ଓଡ଼ିଶାକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ଏବେ କୋଭିଡ୍‌-୧୯ ପରିଚାଳନାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(‘ହୁ’) ଓଡ଼ିଶାକୁ ପ୍ରଶଂସା କରିଛି। କୋଭିଡ଼ ପରିଚାଳନାରେ ଓଡ଼ିଶା ସରକାରଙ୍କ ତ୍ୱରିତ ପଦକ୍ଷେପ

ବିଧାନସଭା ଆଗରେ ମାଆ ବେକରେ ଛୁରୀ ଲଗାଇଲା ପୁଅ

ଭୁବନେଶ୍ୱର: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ବିଧାନସଭା ଚାଲିଥିବା ବେଳେ ଜଣେ ଯୁବକ ବିଧାନସଭା ସମ୍ମୁଖରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୁଲିସ କାବୁ କରିଥିବା ବେଳେ ଓ ମଆଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ନୟାଗଡ ଜିଲାର ବୋଲି

ରାଜ୍ୟରେ ଆଜି ସର୍ବାଧିକ ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ଆଖି ବୁଜିଲେ ୧୭ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି

ରାଜ୍ୟରେ ୩ ହଜାର ୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ୩ ହଜାର ୬୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୧୧୮ ହୋଇଥିବା ବେଳେ ୧୪୯୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୭୧, କଟକ ୩୭୧, ଅନୁଗୁଳ ୧୮୮, ବାଲେଶ୍ୱର ୯୬, ବରଗଡ ୮୬, ଭଦ୍ରକ

ହାଥରସ ଘଟଣା ପରେ ବଳରାମପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତ୍ୟୁ

ଉତରପ୍ରଦେଶ- ହାଥରସରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ କରିଥିବା କଥା ମନରୁ ଲିଭି ନଥିବା ବେଳେ ପୁଣି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ହାଥରସରୁ ୫୦୦ କିମି ଦୂରରେ ଥିବା ବଳରାମପୁର ଗାଁର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ