ଅକ୍ଟୋବରୁ ଅନଲକ ୫.୦
ନୂଆଦିଲ୍ଲୀ- ଅକ୍ଟୋବର ୧ରୁ ଅନଲକ ୫.୦ ଆରମ୍ଭ ହେବକୁ ଯାଉଛି । ଅନଲାକ -୫ ରେ କଣ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ସେଥିପାଇଁ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏଥିରେ କିଛି ନିୟମକୁ କୋହଳ କରିଛନ୍ତି ସରକାର । ମେଟ୍ରୋ ସେବା ଜାରି ରହିବ, ନବମରୁ ଦ୍ୱାଦଶ!-->…