ରାଜ୍ୟରୋ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ

୩ହଜାର ୯୨୨ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର :ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୩ହଜାର ୯୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୦୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧ ହଜାର ୬୧୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୯, ୩୭୪ ରେ ପହଞ୍ଚିଛି।

ମନ କି ବାତ, ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ଅଣସ୍ତରିତମ ଅଧ୍ୟାୟ। ଉଭୟ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କରେ ଏହା ପ୍ରସାରିତ ହେଉଛି। ମନ କି ବାତ

ଦେଶରେ ୨୪ ଘଣ୍ଟାରେ ୧,୧୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୮ହଜାର ୬୦୦  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ୯୨ ହଜାର ୫୩୨ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧,୧୨୪ ଜଣ

ସତ ହୋଇଥିଲେ ସାଂଘାତିକ

ଆମ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ- ୧୯୫୫କୁ ସଂଶୋଧନ କରିବା, କଂଟ୍ରାକ୍ଟ ଫାର୍ମିଂ ଏବଂ ଇ-ମାର୍କେଟିଂ ନାମରେ କୃଷି ଉତ୍ପାଦନ ବିପଣନ କମିଟ ଗୁଡିକୁ ଭାଙ୍ଗିବା ଇତ୍ୟାଦି ନିମିତ ଯେଉଁ ବିଧେୟକ ଗୃହିତ କରାଯାଇଛି, ତାହା ବିରୋଧରେ ସେପ୍ଟେମ୍ବର ୨୫ ଶୁକ୍ରବାର ସାରାଦେଶରେ କୃଷକମାନେ

ଯାଜପୁରରେ କଟକଣା ସହ ମା’ଙ୍କର ପୂଜା

ଯାଜପୁର: କରୋନା ମହାମାରୀ ପରିପ୍ରେକ୍ଷୀରେ ଯାଜପୁରରେ ଆଗାମୀ ଦୁର୍ଗାପୂଜାକୁ ନିରାଡମ୍ୱର ଭାବେ ପାଳନ କରାଯିବ ବୋଲି ସର୍ବ ସମ୍ମତ ନିଷ୍ପତି ନିଆଯାଇଚ୍ଥି । ଗୁରୁବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ

ଚୋରା ବାଲି ଟ୍ରାକ୍ଟର ଜବତ : ଲକ୍ଷେ ୧୪ ହଜାର ଜୋରିମାନା ଆଦାୟ

ଚମ୍ପୁଆ: ଚମ୍ପୁଆ ତହସିଲ ପକ୍ଷରୁ ବିଭିନ୍ନ ସମୟରେ ବାଲି ଘାଟ ଉପରେ ବାରମ୍ବାର ଚଢ଼ାଉ ଜାରି ରହି ଥିବା ସତ୍ତେ୍ୱଅଭିନବ ଉପାୟରେ ବାଲି ମାଫିଆମାନେ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି ।ୠତକାଲି ଚମ୍ପୁଆ ତହସିଲ ଅନ୍ତର୍ଗତ କାଳିକାପ୍ରସାଦ ବସିରା ଗ୍ରାମ୍ୟ ରାସ୍ତାରେ ବାଲି ଚୋରା ଚାଲଣ ହେଉ

ଭାରତ ବନ୍ଦ : ଆମ ଅଧିକାରର ୫୦ କର୍ମୀ ଗିରଫ

ଭୁବନେଶ୍ୱର: କେନ୍ଦ୍ର ସରକାର ସଂସଦରେ ଗୃହିତ କରାଇଥିବା କୃଷକ ବିରୋଧୀ କଳାବିଲ୍ ବାତିଲ୍ କରିବା ଦାବୀରେ ବିଭିନ୍ନ କୃଷକ ଓ ଗଣସଂଗଠନଗୁଡ଼ିକ ପକ୍ଷରୁ ଆହୂତ ଭାରତ ବନ୍ଦରେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ “ଆମ ଅଧିକାର’ ଆଜି ସାମିଲ୍ ହୋଇଥିଲା । ସଂଗଠନର ୫୦ରୁ ଉଦ୍ଧ୍ୱର୍ ଯୁବକ ଆବାହକ

ରାୟଗଡାରୁ ୬୧ ପଜିଟିଭ୍ ଚିହ୍ନଟ

ରାୟଗଡା: ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ କିଛି ଦିନ ଧରି ଜିଲ୍ଲାରୁ ଦୈନିକ ଶହେରୁ ଉଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତମାନ ପଜିଟିଭ୍ଙ୍କ ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୬୧ଜଣ ପଜିଟିଭ୍ ଚିହ୍ନଟ

ଏଣିକି ସବୁ ଷ୍ଟେସନରେ ରହିବ ଟ୍ରେନ୍

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ରୋକିବା ଲାଗି ଟ୍ରେନ୍ ରହଣି ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିବା ରାଜ୍ୟ