ଜୁଆ ଆଡା ଉପରେ ଚଢଉ
ବ୍ରହ୍ମପୁର: ଦଶହରା ପୂର୍ବରୁ ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ଗତକାଲି ମଧ୍ୟରାତ୍ରରେ କମାପଲ୍ଲୀ ଛକ ନିକଟ ଖଳା ସାହିରେ ଏକ ବଡ ଧରଣର ଜୁଆ ଖେଳ ଉପରେ ବୈଦନାଥପୁର ଥାନା ପୋଲିସ ଚଢଉ କରିଛି । ପ୍ରାୟ ୯୬, ୬୭୦ ନଗଦ ଟଙ୍କା ସହ ତାସ ପକେଟ, ଭର୍ତି ମଦ ବୋତଲ ସହ କିଛି ଦାମୀ ମୋବାଇଲ ଜବତ କରିଛି!-->…