ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା
ଭୁବନେଶ୍ୱର- ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା ମିଳିଛି । ଏଯାବତ୍ ହଜାର କରୋନା ଆକ୍ରାନ୍ତଙ୍କୁ ପ୍ଲାଜାମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଥେରାପିର ସଫଳତାକୁ ଦେଖି ସରକାରୀ ଓ ବେସରକାରୀ କୋଭିଡ ଚିକିତ୍ସାଳୟରେ!-->…