ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ

୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ରଖିବା ଦିଗରେ ସରକାରଗୁଡ଼ିକ ଯତ୍ନବାନ ହେବାକୁ ଓ ବ୍ୟବସ୍ଥା ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦର୍ଶାଇବାପାଇଁ

ଦେଶରେ ୮୦ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୩ ହଜାର ୮୦୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୬ ରେ ପହଞ୍ଚିଛି। ସେହିପରି ଦେଶରେ ୮୦ ହଜାର

ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୬୪୫

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୮ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୮ ଜଣ ମୃତକଙ୍କ ମଧ୍ୟରୁ କଟକ ଜିଲାରୁ

ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୩ ହଜାର ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୩ ହଜାର ୬୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୧୫୧ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୪୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ

ଆଳୁ ଖୋଳୁ ଖୋଳୁ ମହାଦେବ

ନିଶା କାରବାର ଏବଂ ନିଶା ସେବନରେ ସଂପୃକ୍ତ ଥିବା ଅଭିଯୋଗରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି) ବଳିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିବା ପରେ ଯୁବ ଚଳଚିତ୍ର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ନୁଆ ମୋଡ ନେଇଛି ବୋଲି କୁହାଯାଇପାରିବ ।

ବୃକ୍ଷ ରୋପଣ ମାଧ୍ୟମରେ ଆତ୍ମନିର୍ଭରଶୀଳ ଯୋଜନା

ଯାଜପୁର: ବ୍ୟାପକ ବୃକ୍ଷ ରୋପଣ ସହ ଏହା ମାଧ୍ୟମରେ ଯେପରି ଜୀବିକା ଊପାର୍ଜନ ଓ ଆର୍ଥିକ ଅଭିବୃଦ୍ଧି ଘଟିପାରିବ ସେଥିପ୍ରତି ମଧ୍ୟ ମନୋନିବେଶ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହାତ୍ମା

ରାୟଗଡାରେ ୬ ହଜାର ଡେଇଁଲା କରୋନା : ୩୩ ମୃତ

ରାୟଗଡା: ରାୟଗଡା ଜିଲ୍ଲାରେ ୬ ହଜାର ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଜିଲ୍ଲାରେ । ସ୍ଥିତିକୁ ନିୟନ୍ତ୍ରଣଧୀନ କରିବା ପାଇଁ ପ୍ରଶାସନ ତରଫରୁ ଉଦ୍ୟମ ଜାରୀ ରହିଛି । କରୋନା ରୋଗୀଙ୍କୁ ଚିହ୍ନଟ ପାଇଁ ଟେଷ୍ଟିଂ ଜୋରଦାର କରାଯାଇଛି ।

ରାୟଗଡା ବିଜେପି ସଭାପତିଙ୍କୁ କରୋନା

ରାୟଗଡା - ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶିବ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ, ଜିଲ୍ଲାବାସୀଙ୍କର ସମାସ୍ୟା ସମାଧାନ ପାଇଁ କୋଭିଡ ୧୯ ନିୟମ ମାନି ମିଶିଥିଲେ ମଧ୍ୟ ଅଜାଣରେ କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି

ମଦ ପିଇବାକୁ ନେଇ ଗଣ୍ଡଗୋଳ : ଜଣେ ଆହତ

ବାଲିକୁଦା: ମଦ ପିଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଦୁଇ ଭାଇଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡିଛି । ଏହି ଦୁଇ ଭାଇଙ୍କ ଆକ୍ରମଣରେ ଆହତଙ୍କ ବାମ ଗୋଡ ଭାଙ୍ଗି ଚୁନା ହୋଇଯାଇଛି । ଏଭଳି ଘଟଣା ଘଟିଛି ଅନନ୍ତପୁର ଫାଣ୍ଡି ଅଧୀନ କୁଷୁପୁର ପଞ୍ଚାୟତ ଖଡିକାଦଣ୍ଡା ଗାଁରେ । ଦୁଇ

ଡାଏଲିସିସ ପଜିଟିଭ ମେସିନ ପାଇଁ ଦାବି

ଭୁବନେଶ୍ୱର: ଡାଏବେଟିସରେ ପିଡିତ ହୋଇ ବହୁ ଲୋକ ଡାଏଲିସିସ କରୁଛନ୍ତି । ଯେଉଁମାନେ ଡାଏଲିସିସ କରୁଛନ୍ତି ସେମାନଙ୍କୁ ନିୟମିତ ଓ ନିରନ୍ତର ଡାଏଲିସିସ କରିବାକୁ ପଡୁଛି । ପି.ଆର.ଏମ ମେଡିକାଲ କଲେଜ ବା ବାରିପଦା ମୁଖ୍ୟଡାକ୍ତରଖାନାରେ ଏହି ଡାଏଲିସିସ ପଜିଟିଭ ମେସିନ ନ ଥିବାରୁ ରୋଗୀମାନଙ୍କୁ