ହାତପାହାନ୍ତରେ ମିଳିବ ବ୍ୟାଙ୍କ ସେବା
କୋଣାର୍କ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବେ ଗ୍ରାହକ ମାନଙ୍କୁ ହାତ ପାହାନ୍ତାରେ ଯୋଗାଇଦେବ ଅନେକ ପ୍ରକାରର ବ୍ୟାଙ୍କିଙ୍ଗ୍ ସେବା । ଏଥିପଇଁ ଗ୍ରାହକ ମାନଙ୍କୁ ସେମାନଙ୍କ ରେଜିଷ୍ଟେ୍ରସନ ମୋବାଇଲ୍ ନମ୍ବରରୁ ଏକ ଫୋନ୍ କଲ୍ କିମ୍ବା ହ୍ୱାଟ୍ସପ୍ରେ ମେସେଜ୍ କରିବାକୁ ପଡିବ । କରୋନା ପରି!-->…