ହାତୀ ମୀନାର ପରିଦର୍ଶନ କଲେ ଜାତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ଅଧିକାରୀ

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାଲି ପଞ୍ଚାୟତରେ ବେସରକାରୀ ଉଦ୍ୟମରେ ନିର୍ମାଣ କରାଯାଇଥିବା ହାତୀ ମୀନାର ପରିଦର୍ଶନ କରିି ଫେରିଛନ୍ତି ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ଟ୍ରଷ୍ଟର ଅଧିକାରୀ । ଏହି ଟିମରେ ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ଟ୍ରଷ୍ଟର ମୁଖ୍ୟ ଆଞ୍ଚଳିକ ନିର୍ଦେଶକ ରୁଦ୍ର

ନକଲି ମହୁ ଠାବ

କଟକ- କଟକ ରାଣୀହାଟ କେନାଲ ରୋଡ ଅଂଚଳରେ ଏକ ନକଲି ମହୁ ତିଆରି କାରଖାନା ପୋଲିସ ଠାବ କରିଛି । କେବଳ ମୁହୁ ନୁହେଁ ଗୋଲାପ ଜଳ ଓ ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି । ବହାର ରାଜ୍ୟରୁ ବିଭିନ୍ନ କଂପାନୀ ଷ୍ଟିକରକୁ ବ୍ୟବହାର କରି ନକଲି ସମାଗ୍ରୀ ତିଆରି କରାଯାଇଥିଲା ।

ବନ୍ୟା ପିଡିତଙ୍କୁ ୨୦ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଦାବି

ଜଗତସିଂହପୁର: ଅଲ ଇଣ୍ଡିଆ କିଶାନ କ୍ଷେତ ସଂଗଠନ ପକ୍ଷରୁ ରାଜ୍ୟ କମିଟି ସଦସ୍ୟ ସୁବାଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଦାବି ପତ୍ର ବନ୍ୟା ପ୍ରଭାବିତ ଇଲାକାରେ ଚାଷୀଙ୍କ ସମସ୍ୟା ଉପରେ ୭ଦଫା ଦାବି ପତ୍ର ଅତିରିକ୍ତ ବିଡିଓଙ୍କୁ ପ୍ରଦାନ କରାଯାଇଛି । ଗତ ଲଘୁଚାପ ବର୍ଷା ଓ ମହାନଦୀରେ ମଧ୍ୟମ ଧରଣର

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗିରଫ ଦାବି

କାକଟପୁର- ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗରଫ ଦାବି କରିଛି ବିଜେପି । କାଟକପୁର ମଙ୍ଗଳା ମାହାବିଦ୍ୟାଳୟ ଅଧ୍ୟକ୍ଷକଙ୍କ ଉପରେ ମନ୍ତ୍ରୀ ତୁଷାରକାନ୍ତିଙ୍କ ଇସାରରେ ଅସ୍ତରଙ୍ଗ ବ୍ଳକ ଅଧ୍ୟକ୍ଷ ସ୍ୱାଧୀନ ନାୟକ କଲେଜ ଅଧ୍ୟକ୍ଷକଙ୍କ ଉପରେ ଚାପ ପ୍ରଯୋଗ କରିଥିବା ବିଜେପି ଅଭିଯୋଗ କରିଛି

ବଧୂ ହତ୍ୟା : ଜେଲଗଲେ ଶାଶୂ, ଶ୍ୱଶୁର, ସ୍ୱାମୀ

ବାଲିକୁଦା: ବଧୁହତ୍ୟା ଅଭିଯୋଗରେ ଶାଶୂ, ଶ୍ୱଶୁର ଓ ସ୍ୱାମୀକୁ ଆଜି ବାଲିକୁଦା ପୁଲିସ କୋର୍ଟ ଚାଲାଣ କରିଛି । ଜାମିନି ନା ମଂଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଇଛି । ବାଲିକୁଦା ଥାନା ଅଧୀନ ବାଲିସାହି ଗାଁରେ ଗତକାଲି ଉକ୍ତ ଘଟଣା ଘଟିଥିଲା । ଉକ୍ତ ଗାଁର ବ୍ରଜବନ୍ଧୁ ପରିଡାଙ୍କ

ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଂଚକୁ ନିର୍ଦେଶ

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ହାଇକୋର୍ଟ ତଲବ କରିଛନ୍ତି । ପରବର୍ତୀ ଶୁଣାଣି ପୂର୍ବରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଂଚକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏଥିସହିତ ଘଟଣାର ତଦନ୍ତ ଶୀଘ୍ର

ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ତରଫରୁ ଦୁଇଗୋଟି ସ୍ୱାଭିମାନ କେନ୍ଦ୍ର ଉଦଘାଟନ

ବ୍ରହ୍ମପୁର : ବିଶ୍ୱ ସ୍ୱାକ୍ଷରତା ଦିବସ ଅବସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ସୁନ୍ଦର ପୁର ଓ ଭିକାରୀ ପଲ୍ଲୀ ପଞ୍ଚାୟତର ନୂଅଁପଲ୍ଲୀ ଗ୍ରାମରେ ୨ଟି ସ୍ୱାଭିମାନ (ପ୍ରୌଢ ଶିକ୍ଷା)କେନ୍ଦ୍ର ଉଦ୍ଘାଟନ ହୋଇ ଯାଇଛି । ନୂଆ ପଲ୍ଲୀ କେନ୍ଦ୍ରଟି ଗ୍ରାମର

ପୋଲିସ ହାତରେ ସୁନା ଚୋର ଦଳ

ରାୟଗଡା: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ପୋଲିସକୁ ମିଳିଛି ବଡ ସଫଳତାା ଗତ ଅଗଷ୍ଟ ମାସ ୧୬ ତାରିଖ ଦିନ ଜେକେପୁର ସ୍ଥିତ ଅମ୍ଲାଭଟା ଛକରେ ରହୁଥିବା ପ୍ରଶ୍ନ କୁମାର ପ୍ରଧାନଙ୍କ ଘରୁ ଚୋରି ହୋଇଥିଲାା ଘଟଣା ସଂପର୍କରେ ପ୍ରଶ୍ନ କୁମାର ଚାନ୍ଦିଲି ଥାନାରେ ଲିଖିତ ଆକାରରେ ଜଣାଇଥିଲେ । ଏ ନେଇ

ରାୟଗଡ଼ା ସୀମାନ୍ତରେ ଗୁଳି ବିନିମୟ

ରାୟଗଡା : କଳାହାଣ୍ଡି ସୀମାନ୍ତରେ ମାଓବାଦୀ ମାନେ ସକ୍ରିୟ ହୋଇଥିବା ଗୁଇନ୍ଦା ସୂତ୍ରରୁ ରାୟଗଡା ପୋଲିସକୁ ସୂଚନା ମିଳିଛିା ଗତ ୯ ତାରିଖ ଦିନ କନ୍ଧମାଳ-କଳାହାଣ୍ଡି ସୀମାନ୍ତେର ମାଓବାଦୀ ମେଳି କରିଥିବାର ପୋଲିସକୁ ସୂଚନା ମିଳିଥିବା । ସୂଚନା ମୁତାବକ କଳାହାଣ୍ଡି ପୋଲିସ (ଏସଓଜି ) ସୂଚନାକୁ

ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇଲା କିସ ଫାଉଣ୍ଡେସନ

ଭୁବନେଶ୍ୱର :ନିକଟରେ ସୁରଟ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିସ ଫାଉଣ୍ଡେସନ । ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ କନ୍ଧମାଳ ସାଂସଦ ତଥା କିସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଚୁତ