ପ୍ରକାଶ ପାଇଲା ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ
କଟକ : ସମ୍ପ୍ରତି ୨୦୨୧ ମସିହାରେ ଦଶମ ଶ୍ରେଣୀ ବୋଡର଼୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସଂଶୋଧିତ ପାଠ୍ୟଖସଡ଼ା ଅନୁଯାୟୀ ଓଷ୍ଟା ଟେଷ୍ଟ ପେପର୍ସ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି । କରୋନା ଜନିତ କଟକଣା ସମୟରେ ବିଦ୍ୟାଳୟ ସବୁ!-->…