ଗତ ୨୪ ଘଂଟାରେ ୫୦ ହଜାର କରୋନା ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୫୦ ହଜାର ୯୭୯ କରୋନା ସମ୍ପାଲୁ ଟେଷ୍ଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆଟିପିସିଆର ଟେଷ୍ଟିଂଙ୍ଗ ୭,୬୦୭ ହୋଇଥିବା ବେଳେ ରାପିଡ ଆଂଟିଜେନ ଟେଷ୍ଟ ୪୩,୨୧୩ ରହିଛି ଓ ଟ୍ର୍ରୁନଟ ଟେଷ୍ଟ ୧୬୦ ।

ଆୟୁଷ୍ମାନ ଭାରତ ଦ୍ୱାରା ଓଡିଶାର ୬୦ ଲକ୍ଷ ଲୋକ ଉପକୃତ ହେବେ

ଭୁବନେଶ୍ୱର- ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏହି ଯୋଜନା ଲାଗୁ କରାଗଲେ ଓଡିଶାର ୬୦ ଲକ୍ଷ ଲୋକ ଉପକୃତ ହେବେ । ଲୋକମାନେ କମ ମୂଲ୍ୟରେ

ରାହୁଲ-କୁମ୍ବଲେ ଯୋଡ଼ି ଭରସାରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ

ନୂଆଦିଲ୍ଲୀ  : ଆଇପିଏଲ ୧୩ତମ ସଂସ୍କରଣ ଆଉ ମାତ୍ର ଏକ ସପ୍ତାହ ପରେ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ଦଳର ଖେଳାଳିମାନେ ଅଭ୍ୟାସ କରିବା ସହିତ ପ୍ରଶିକ୍ଷକମାନଙ୍କ ସହିତ ମିଶି ରଣନୀତି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଇପିଏଲର ଅନ୍ୟତମ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଏପର୍ୟ୍ୟନ୍ତ ଚମକ

ଟୋକିଓରେ ଭୂକମ୍ପ ଝଟକା ; ତିବ୍ରତା ୬.୦ ରେକର୍ଡ଼

ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପ ଝଟକା ଟୋକିଓ ଠାରୁ ୪୦୭ କିଲୋମିଟର ଉତ୍ତର ଠାରୁ ଉତ୍ତର-ପୂର୍ବ ଅଞ୍ଚଳରେ ସକାଳ ୮ଟା୧୪ରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୦ ରେକର୍ଡ଼ କରାଯାଇଛି। ଏନେଇ ଏନସିଏସ ପକ୍ଷରୁ ସୂଚନା ମିଳିଛି।

୩ କୋଟିର ଟିକସ ଠକେଇ: ଏ.ଆର ରହମାନଙ୍କୁ ନୋଟିସ୍‌

ମୁମ୍ବଇ : ମାଡ୍ରାସ ହାଇକୋର୍ଟ ଓସ୍କାର ପୁରସ୍କାର ବିଜେତା ତଥା ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପୋଜର୍‌ ଏ.ଆର ରହମାନ୍‌ଙ୍କୁ ‌ନୋଟିସ ଜାରିକରି ଆୟକର ସଂକ୍ରାନ୍ତ ଏକ ମାମଲାରେ ସ୍ପଷ୍ଟୀକରଣ ମାଗିଛନ୍ତି। ଏଆର ରହମାନଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ ନିଜର ଚାରିଟେବୁଲ ଟ୍ରଷ୍ଟ ଏଆର ରହମାନ୍

ରାଜ୍ୟରେ ଆଜି ଆଖି ବୁଜିଲେ ୧୧ ଆକ୍ରାନ୍ତ

ଭୁବନେଶ୍ୱର- ଗତ ୨୪ଘଂଟାରେ ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୬୧୬ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୩, ଖୋର୍ଦ୍ଧା ୨,

ସୋମବାରଠୁ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦ ମୌସୁମୀ ଅଧିବେଶନ । କରୋନା କଟକଣା ମଧ୍ୟରେ ଭିନ୍ନ ରୂପରେ ବସୁଥିବା ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଲ୍ ଆସିବ ବୋଲି ସୂଚନା ମିଳିଛି ସଂସଦର ୧୮ ଦିନିଆ ଅଧିବେଶନ କାଳରେ ଅଧ୍ୟାଦେଶଗୁଡିକୁ ବିଧେୟକ ରୂପ ପାସ

୩,୭୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆସି ୩,୭୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୧୯୧ ହୋଇଥିବା ବେଳେ ୧୫୮୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୧୫, କଟକ ୩୮୬, ଅନୁଗୁଳ ୧୧୫, ବାଲେଶ୍ୱର ୧୨୭, ବରଗଡ

ଆସନ୍ତାକାଲି ପ୍ରବଳ ବର୍ଷିବ

ଭୁବନେଶ୍ୱର- କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଯୋଗୁଁ ଆସନ୍ତାକଲି ରାଜ୍ୟର ବିଭିନ୍ନ ଯାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ମଧ୍ୟ ରାଜ୍ୟର କିଛିଟା ଯାଗାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମାଲକାନାଗିରି, କେରାପୁଟ

କଂଗ୍ରେସରେ ସାଂଗଠନିକ ପରିବର୍ତନ

ନୂଆଦିଲ୍ଲୀ: କଂଗ୍ରେସର ସାଂଗଠନିକ ସ୍ତରରେ ବଡଧରଣର ଅଦଳବଦଳ ପୂର୍ବକ କାର୍ଯ୍ୟକାରୀ କମିଟି ଓ କେନ୍ଦ୍ରୀୟ ନିର୍ବାଚନ କମିଟିର ପୁନର୍ଗଠନ କରାଯାଇଛି । ଏହା ସହିତ ସର୍ବଭାରତୀୟ କଂଗ୍ରେସ କମିଟିରେ ନୂଆ ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରି ନିଯୁକ୍ତ କରାଯାଇଛି । ଅଧ୍ୟକ୍ଷ