ଇମ୍ଫା ଖଣି ପରିଚାଳନା ସମସ୍ୟାର ସମାଧାନ : ସୋମବାର ଠାରୁ କାର୍ଯ୍ୟକ୍ଷମ ହେଲା
ଯାଜପୁର :ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଏକ ତ୍ରିପାକ୍ଷିକ ଆଲୋଚନା ମାଧ୍ୟମରେ ଇମ୍ଫା ଖଣି ପରିଚାଳନା ସଂପର୍କିତ ସମସ୍ୟାର ସମାଧାନ କରାଯାଇ ଅଛି । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ପକ୍ଷ ସମସ୍ୟାର ସମାଧାନ ସହ!-->…