୭ ଦିନ ବିତି ଗଲେ ମଧ୍ୟ ଯେମିତିକୁ ସେମିତି;ଲୋକ ଭୋଗୁଛନ୍ତି ଯାତାୟତ କଷ୍ଟ
କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମ.ପି.ଭି-୩୬ ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଘଟଣା। ଦୈନିକ ଖବରକାଗଜ 'ନ୍ୟାୟବତୀ' ରେ ଖବର ପ୍ରସାରିତ ହେଲା ବଡ଼ ବାବୁଙ୍କ ନିଦ ଭାଙ୍ଗିଲା। ରାସ୍ତାରେ କାଦୁଅ ପଚପଚ କିନ୍ତୁ ବାବୁ ମାନେ ସେହି!-->…