ସଂସ୍କୃତି-ପରମ୍ପରା ଉପରେ କରୋନାର ମାଡ!

ବାଲେଶ୍ୱର: ସମ୍ପ୍ରତି ମହାମାରୀ କରୋନାର କୟାବିସ୍ତାର ଦେଶର ଅର୍ଥନୀତି ସାଙ୍ଗକୁ ସାମାଜିକ ସ୍ଥିତ ଦୋହଲି ଦେଇଥିବା ବେଳେ ଏହାର ପ୍ରଭାବ ସାଂସ୍କୃତିକ କ୍ଷେତ୍ରରେ ବି ବେଶ୍ ଅନୁଭୁତ ହୋଇଛି । କରୋନା ପାଇଁ ସାମାଜିକ ଜୀବନରେ ଧୀର୍ଘବର୍ଷର୍ ଧରି ପାଳିତ ହୋଇ ଆସୁଥିବା ପ୍ରତ୍ୟେକଟି ପର୍ବ

ପୁରୀ ଅବଢା ଉପରେ ଲାଗିଲା କଟକଣା

ପୁରୀ- ପୁରୀ ଅବଢା ଉପରେ ଲାଗିଲା କଟକଣା । ମାହାମରୀ କରୋନା ପାଇଁ ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି । କେବେଳ ପୁରୀ ସହର ଓ ସେବାୟତଙ୍କ ପାଇଁ ମହାପ୍ରସାଦ ରନ୍ଧା ହେବ । ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଏନେଇ

ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ମିଳନୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ- ଆସନ୍ତା କାଲି ଅନୁଷ୍ଠିତ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ମିଳନୀରେ ରାଷ୍ଟ୍ରପତି ରାମାନଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ଦେବେ । ପ୍ରଧାନମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଏହି ସମ୍ମଳନୀର ବିଷୟ ବସ୍ତୁ ହେଉଛି ଜାତୀୟ ଶିକ୍ଷାନୀତି । କେନ୍ଦ୍ର

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୁରୁଦିବସ

ଧାମରା: ସ୍ୱାଧୀନ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ୧୩୨ତମ ଜନ୍ମବାର୍ଷିକୀ ତଥା ଗୁରୁ ଦିବସ ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ 'ଗୁରୁ ସମ୍ମାନ'ରେ ସମ୍ମାନୀତ କରାଯାଇଛି । ଏମ୍ଇ ଓ ହାଇସ୍କୁଲରେ

ସରକାରୀ ରିିଲିଫ ସହାୟତାରୁ ବାଦ ପଡିଲେ ୨ଟି ୱାର୍ଡ

ବଳଙ୍ଗା : ଧନୁଆ ନଦୀର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ସରକାରଙ୍କ ରିଲିଫ ତାଲିକାରୁ ବାଦ ପଡିବା ଘଟଣାକୁ ନେଇ ଆଜି ଶାଇଁସ ପଂଚାୟତର ୨ଟି ୱାର୍ଡରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ବନ୍ୟା ପାଣି ଯୋଗୁଁ ଶାଇଁସ ପଂଚାୟତର ତୋରିହଁବନ୍ଧର ରାବେଣା ସାହି , ତେଲିସାହି,

ଅର୍ଜୁନ କାପୁର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ବଲିଓଡ ଅଭିନେତା ଅର୍ଜୁନ କାପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ କହିଛନ୍ତି ମୁଁ ଏବେ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ ଆଇସୋଲେସନରେ ରହିଛି । ତେଣୁ ସମସ୍ତଙ୍କ

ଭାରତ: ସର୍ବାଧିକ ଶ୍ରମିକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:ଏବେ କାମଧନ୍ଦା ହରାଇ ଆର୍ଥିକ ହୁଃସ୍ଥିତି ଦେଇ ଗତି କରୁଥିବା ଲୋକମାନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି । ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚିନ୍ତା ଘର ଓ ପରିବାରକୁ ଧ୍ୱଂସ କରିଦେଉଛି । ରୋଜଗାର ହରାଇବା ପରେ ବେକାର ହୋଇ ଘରେ ବସିଥିବା

ସମର୍ପଣ ଟ୍ରଷ୍ଟ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବନ୍ଟନ

ବଳଙ୍ଗା: ଧନୁଆ ବନ୍ୟା ଯୋଗୁଁ ନିମାପଡା ବ୍ଲକର ପାଣିଘେରରେ ରହିଥିବା ଧନୁଆ ପଂଚାୟତ ଏବଂ ବଡଶିରିବୁଳା ପଂଚାୟତର ୬୦ଜଣ ବପନ୍ନ ପରିବାରଙ୍କୁ ଆଜି ସମର୍ପଣ ଟ୍ରଷ୍ଟ ପୁରୀ ପକ୍ଷରୁ ରିଲିଫ ବନ୍ଟନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବ୍ରଜ କିଶୋର ସାହୁ , ସମାଜସେବୀ ଦେବାଶିଷ ପାଣ୍ଡେ, ମିନତୀ

ଛାତ୍ରଛାତ୍ରୀଙ୍କ ଫି’ଛାଡ଼ ଦାବି କଲା ଏବିଭିପି

ବାଲେଶ୍ୱର: କରୋନା ଯୋଗୁଁ ଜୀବନ ଜୀବିକା ପ୍ରତି ବିପଦ ଦେଖା ଦେଇଥିବା ବେଳେ ସ୍କୁଲ ଓ କେଲେଜରେ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦାବି ଉଠାଇଛି । ଏହି ପରିପ୍ରେକ୍ଷୀରେ ଏବିଭିପି ବାଲେଶ୍ୱର ଜିଲ୍ଲା କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ

ଆରଏସ୍ଏସ୍ ତରଫରୁ ୨୦ କୁଇଂଟାଲ ଗୋଖାଦ୍ୟ ଓ ୯୦୦ ପ୍ୟାକେଟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ

କେନ୍ଦ୍ରାପଡା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକର ଅଳପୁଆ, ଦାଣ୍ଡିସାହି, ତରଡିପାଳ, କଅଁରପୁର, ପାଳିନି, ଚଟିବାଙ୍କ, ବେଲପାଳ, ନଗଡ, ରାଜପୁର ଏବଂ ବାଲି ଅଂଚଳର ବନ୍ୟା ପୀଡିତଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇ ଦିଆ