ରାଜ୍ୟରେ ୨୪ଘଂଟାରେ ୩,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର- ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩,୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୮୬ ଓ ସ୍ଥାନୀୟ ସଂକ୍ରମିତ ୧୫୨୪ ରହିଛି । ଚିିହ୍ନଟ ସଂକ୍ରମିତଙ୍କ ମଧ୍ୟର ଖୋର୍ଦ୍ଧାରୁ ସର୍ବାଧିକ ୭୯୭ , କଟକ ୩୨୨, ଗଞ୍ଜାମ ୧୦୮, ଯାଜପୁର!-->…