୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୧୬୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୩୮୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧରେ ୯୦୦ ମୁହାଁ ସଂକ୍ରମିତଙ୍କ ସଂଖ୍ୟ । ଏହି ଜିଲ୍ଲାରେ ୮୭୮ ଆକ୍ରାନ୍ତ ଚିହ୍ନଟ!-->…