କରୋନାରେ ଆଖି ବୁଜିଲେ ନିଷ୍ଠାପର ଅଧ୍ୟାପକ
ଯାଜପୁର: ରାଜ୍ୟର ସର୍ବୋଚ୍ଚ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆଉ କିଏ ଅଛି ବୋଲି ଆମେ ଭାବି ପାରୁନୁ । ପ୍ରତିଟି ଦୁର୍ବିପାକର ମୁକାବିଲାରେ ନବୀନବାବୁ କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବରଂ ଜଣେ ସଫଳ ମୁରବୀ ଭାବେ ଏ ଜାତିକୁ ରକ୍ଷା କରିଛନ୍ତି । କରୋନା କ୍ଷେତ୍ରରେ!-->…