ସେପ୍ଟେମ୍ବର ୧୪ରେ ବସିବ ସଂସଦ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ- ସେପ୍ଟେମ୍ବର ୧୪ ବସିବ ସଂସଦ ମୌସୁମୀ ଅଧିବେଶନ । ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ରାଷ୍ଟ୍ରପତି ରମାନାଥ କୋବିନ୍ଦ କହିବା ଅନୁଯାୟୀ ଏକାଥରେ ରାଜ୍ୟସଭା ଓ ଲୋକସଭା ଅଧିବେଶନ ଅନୁଷ୍ଠିତ ହେବ, ଓ ଏହି ଅଧିବେଶନ!-->…