ଛତିଶଗଡରୁ ଭାସି ଆସିଲା ଏକ ଗାଁ
ହୀରାକୁଦ : ମହାନଦୀରେ ପ୍ରବଳ ବନ୍ୟା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରକୁ ମହାନଦୀ ଛତିଶଗଡରୁ ଏକ ସମ୍ପୂର୍ଣ୍ଣ ଗାଁ ଭାସି ଆସିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଜଳ ଭଣ୍ଡାରେ ଗ୍ୟାସ ସିଲିଣ୍ଡରଠୁ ଆରମ୍ଭ କରି ବିଭିନ୍ନ ବାସନ ଏବଂ ଘରର ଚାଳ ଛପର ଭାସି ଆସି ଲାଗିଥିବା ଦେଖିବାକୁ ମିଳିଥିଲା ।!-->…