ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ତଣ୍ଡ
ନୂଆଦିଲ୍ଲୀ- ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଅରବିନ୍ଦ ବାବେଡୋଙ୍କ ନାଁ ରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜରିମାନା କଲେ ସୁପ୍ରିମକୋର୍ଟ । ଯଦି ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜରିମାନା ଅର୍ଥ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହା!-->…