ହୀରାକୁଦର ଆଉ ୪ଟି ଗେଟ ବନ୍ଦ
ସମ୍ବଲପୁର- ହୀରାକୁଦର ଆଉ ୪ଟି ଗେଟ ବନ୍ଦ ହୋଇଛି । ବର୍ତମାନ ମୋଟ ୩୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମର ଜଳ ଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ପତନ ୬୨୭,୨୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଡ୍ୟାମକୁ ୪ ଲକ୍ଷ ୯୪ ହଜାର ୦୯୪ କୁ୍ୟସେକ ଜଳ ପଶୁଛି ଓ ୬!-->…