ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ଡାରୀ ସ୍କୁଲର ସଫଳତା
ବାରିପଦା: ବାରିପଦାର ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ହାୟାର ସେକେଣ୍ଡାରୀ ସ୍କୁଲ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ନୂଆ ରେକର୍ଡ ସୃଷ୍ଟୁି କରିଥିବାର ଜଣାଯାଇଛି । ତେବେ ଚଳିତ ବର୍ଷ ବିଦ୍ୟାଳୟର ମୋଟ ୭୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା!-->…